Tuesday, June 2, 2026
31.7 C
Odisha

    ସ୍ୱାମୀଙ୍କୁ ସର୍ବସାଧାରଣରେ ଅପମାନିକ କଲେ ସ୍ତ୍ରୀଙ୍କୁ ଦିଆଯାଇପାରିବ ଛାଡପତ୍ର

    ଆଗକୁ ପଢନ୍ତୁ

    ଯଦି ସ୍ତ୍ରୀ ଜାଣିଶୁଣି ସ୍ୱାମୀଙ୍କୁ ଅପମାନ କରନ୍ତି , ସର୍ବ ସମକ୍ଷରେ ଅସମ୍ମାନ କରନ୍ତି, ତେବେ ଏହାକୁ ସହ୍ୟ କରିବାକୁ ସ୍ୱାମୀ ବାଧ୍ୟ ନୁହଁନ୍ତି । ଏଥିରେ ସ୍ୱାମୀ ଜଣକ ପ୍ରତିକ୍ରିୟା ପ୍ରକାଶ କରିପାରିବେ । ଏପରିକି ଆବଶ୍ୟକ ପଡିଲେ ସ୍ୱାମୀ ଜଣକ ସ୍ତ୍ରୀକୁ ଛାଡପତ୍ର ଦେଇପାରିବେ ବୋଲି ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

    କୋର୍ଟ କହିଛନ୍ତି ଯେ, ସ୍ୱାମୀଙ୍କୁ ସର୍ବସାଧାରଣରେ ଅପମାନ କରିବା ବା କଥାରେ ନିର୍ଯାତନା ଦେବା ଅତ୍ୟନ୍ତ ଲଜ୍ଜାଜନକ କଥା । ସ୍ୱାମୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିବା କିମ୍ବା ତାଙ୍କର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ଭଳି ଘଟଣା ଗ୍ରାହଣୀୟ ନୁହେଁ । ତେଣୁ ଏପରି ନିର୍ଯାତନା ନସହି ବରଂ ସ୍ୱାମୀ ସ୍ତ୍ରୀକୁ ଛାଡପତ୍ର ଦେଇପାରିବ ବୋଲି କହିଛନ୍ତି ଜଷ୍ଟିସ୍ ସୁରେଶ କୁମାର କୈତ ଏବଂ ନୀନା ବନସଲଙ୍କ ଖଣ୍ଡପୀଠ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.7 ° C
    31.7 °
    31.7 °
    49 %
    1kmh
    20 %
    Tue
    39 °
    Wed
    41 °
    Thu
    41 °
    Fri
    42 °
    Sat
    42 °

    ସମ୍ବନ୍ଧିତ