Friday, February 20, 2026
33.7 C
Odisha

    ଦିଲ୍ଲୀରେ ବୈଠକ ସାରି ଓଡ଼ିଶା ଫେରିଲେ ପିସିସି ସଭାପତି: କହିଲେ, ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାର ପଡ଼ିବ ସକରାତ୍ମକ ପ୍ରଭାବ

    ଆଗକୁ ପଢନ୍ତୁ

    ରାହୁଲଙ୍କ ଭାରତ ଯୋଡ ନ୍ୟାୟଯାତ୍ରାର ପ୍ରଭାବ ଓଡିଶା ଉପରେ ପଡିବ । ଦିଲ୍ଲୀରେ ବୈଠକ ସାରି ଓଡ଼ିଶା ଫେରିବା ପରେ ଏହା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆସନ୍ତା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ଭାରତଯୋଡ ନ୍ୟାୟ ଯାତ୍ରାର ସକରାତ୍ମକ ପ୍ରଭାବ । ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଅାଁ ବୁଲାଉଛନ୍ତି ବିଜେଡି ଓ ବିଜେପି । ଓଡିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛନ୍ତି । ତେଣୁ ରାଜ୍ୟରେ ବିଜେପି ଓ ବିଜେଡ଼ିର ବିକଳ୍ପ କେବଳ କଂଗ୍ରେସ ବୋଲି କହିଛନ୍ତି ପିସିସି ସଭାପତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    15 %
    2.6kmh
    2 %
    Fri
    34 °
    Sat
    35 °
    Sun
    36 °
    Mon
    35 °
    Tue
    33 °

    ସମ୍ବନ୍ଧିତ