Saturday, October 10, 2026
21.6 C
Odisha

    ଆଜି ବଲାଙ୍ଗୀର ଆସୁଛନ୍ତି ରାହୁଲ ଗାନ୍ଧୀ

    ଆଗକୁ ପଢନ୍ତୁ

    ବଲାଙ୍ଗୀର: ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୂଚନା ଅନୁଯାୟୀ, ଆଜି ସକାଳ ୯ଟାରେ ରାହୁଲ ନୂଆଦିଲ୍ଲୀରୁ ବାହାରି ସାଢ଼େ ୧୧ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ଝାରସୁଗୁଡ଼ାରୁ ଚପରରେ ସେ ବଲାଙ୍ଗୀର ଯିବେ। ରାହୁଲ ଗାନ୍ଧୀ ବଲାଙ୍ଗୀରର କୋଶଳ କଳମଣ୍ଡଳ ପଡ଼ିଆରେ ଆୟୋଜିତ ବିରାଟ ସମାବେଶରେ ଯୋଗଦେବେ। ଦିନ ୧୧ଟା ୪୫ରୁ ୧୨ଟା ୪୫ ମିନିଟ୍ ଯାଏ ବଲାଙ୍ଗୀରରେ ରାହୁଲଙ୍କ କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଆଜି ରାହୁଲ। ତା ପରେ ତାଙ୍କର ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ