Wednesday, September 9, 2026
29.9 C
Odisha

    ରାଇରଙ୍ଗପୁରରେ ସଡକ ସୁରକ୍ଷା ସପ୍ତାହ ପାଳିତ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ୨୦୨୫ ଜାନୁଆରି ୧ ଠାରୁ ୭ ତାରିଖ ପର୍ଯ୍ଯନ୍ତ ସଡ଼କ ସୁରକ୍ଷା ସପ୍ତାହ ସାରା ଓଡ଼ିଶାରେ ପାଳିତ ହେଉଛିI ଉକ୍ତ କାର୍ଯ୍ଯକ୍ରମରେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ତହସିଲ କାର୍ଯ୍ଯାଳୟ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଲୋକମାନଙ୍କୁ ସଚେତନ କରି କହିଥିଲେ ଯେ ଗାଡ଼ିଚାଳନା ବେଳେ ହେଲମେଟ୍ ବ୍ଯବହାର କରନ୍ତୁ। ନିଶାଦ୍ରବ୍ଯ ଠାରୁ ଦୂରେଇ ରୁହନ୍ତୁ। ନିଜେ ସୁରକ୍ଷିତ ରହିବା ସହିତ ଅନ୍ଯକୁ ମଧ୍ଯ ସୁରକ୍ଷା ଦିଅନ୍ତୁ ପ୍ରଭୃତିI
    ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳ, ସୁପରଭାଇଜର ନିହାର ପାତ୍ର, ଆରଆଇ ନମିତା ସେଠୀ, ସ୍ମିତା ମହାକୁଡ, ଗିରିଧାରୀ ପାତ୍ର, ବ୍ରହ୍ମା ବେହେରା, ଅନୁରାଧା ପାଲ, ତୁଷାର ମହାନ୍ତ, ହୀରାମଣି ମୁର୍ମୁ, ଗଗନ ନାଏକ, ପ୍ରଭାସିନୀ ସି, ଗୋବିନ୍ଦ ସି, ସଞ୍ଜୟ ବିନ୍ଧାଣୀ ତଥା ତହସିଲ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.9 ° C
    29.9 °
    29.9 °
    71 %
    3.5kmh
    89 %
    Wed
    30 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ