Sunday, September 27, 2026
23.6 C
Odisha

    ଆସନ୍ତାକାଲି ଠାରୁ ଏସସିବିରେ ରୋଗୀ ସେବା ହେବ ସ୍ୱାଭାବିକ

    ଆଗକୁ ପଢନ୍ତୁ

    କଟକ ବଡ ମେଡିକାଳ ବା ଏସସିବିରେ ଲାଗିରହିଥିବା ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ମଧ୍ୟରେ ବିବାଦ ତୁଟିଛି । ଏହାପରେ ଆସନ୍ତାକାଲି ଠାରୁ ରୋଗୀ ସେବା ସ୍ୱାଭାବିକ ହେବ ବୋଲି କୁହାଯାଇଛି । ବିବାଦ ଆଗକୁ ବଢିବା ଆଗରୁ ଆଜି ଏସସିବି କର୍ତ୍ତର୍ୃପକ୍ଷ ଓ ସିଏମସି କମିସନରଙ୍କ ମଧ୍ୟରେ ଆଲୋଚନା କରାଯାଇ ବିବାଦର ପୂର୍ଣ୍ଣଛେଦ ପକାଯାଇଛି । ଏହି ଆଲୋଚନାରେ ନର୍ସିଂ ସଂଘ ଓ ହାଉସ ସର୍ଜନ ସଂଘ ମଧ୍ୟ ସାମିଲ ଥିଲେ ।

    ×

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    94 %
    1.4kmh
    11 %
    Sat
    23 °
    Sun
    29 °
    Mon
    30 °
    Tue
    30 °
    Wed
    29 °

    ସମ୍ବନ୍ଧିତ