Thursday, May 30, 2024
40.1 C
Odisha

    ବାଲେଶ୍ୱର ପୋଲିସକୁ ବଡ ସଫଳତା: ସୋରୋ ଓ ଖଇରା ଏଟିଏମ୍ ଲୁଟେରାଙ୍କୁ ବାନ୍ଧିଲା

    ଆଗକୁ ପଢନ୍ତୁ

    ବାଲେଶ୍ୱର ପୋଲିସକୁ ବଡ ସଫଳତା । ନିକଟରେ ସୋରୋ ଓ ଖଇରାରେ ହୋଇଥିବା ଏଟିଏମ୍ ଲୁଟ୍ରେ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ଜଣେ ଫେରାର ଅଛି । ୫ ଅଭିଯୁକ୍ତ ପାଖରୁ ୬ ଲକ୍ଷ ୧୩ ହଜାର ୭୦୦ ଟଙ୍କା ଜବଲ କରିଛି ପୋଲିସ । ଏଥିସହ ଲୁଟରେ ବ୍ୟବହୃତ ଗାଡି, ବନ୍ଧୁକ, ଗୁଳି, ୱାଆର କଟର, ତିନୋଟି ସ୍ମାର୍ଟ ଫୋନ୍, ସ୍ପ୍ରେ ପେଂଟ୍, ଏଟିଏମ୍ କ୍ୟାସ୍ ଟ୍ରେ ଓ ଅଭିଯୁକ୍ତଙ୍କ ପରିଚୟ ପତ୍ର ଜବତ ହୋଇଛି । ସମସ୍ତ ଅଭିଯୁକ୍ତ ହରିୟାଣାର ହୋଇଥିବାବେଳେ ବ୍ୟବହୃତ ଗାଡି ଦିଲ୍ଲୀରୁ ଚୋରୀ କରାଯାଇଥିବା କହିଛନ୍ତି ବାଲେଶ୍ୱର ଏସ୍ପି ସାଗରିକା ନାଥ । ଅଭିଯୁକ୍ତଙ୍କ ନାମରେ ଅନ୍ୟ ରାଜ୍ୟରେ ମାମଲା ରହିଠି । ଦୁଇଟି ଏଟିଏମ୍ରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ ଲୁଟେରା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.1 ° C
    40.1 °
    40.1 °
    26 %
    0.6kmh
    42 %
    Thu
    45 °
    Fri
    46 °
    Sat
    43 °
    Sun
    42 °
    Mon
    45 °

    ସମ୍ବନ୍ଧିତ