Thursday, January 29, 2026
16.3 C
Odisha

    ପୋଡ଼ିୟମ ଚଢ଼ି ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେପି ବିଧାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବି ରହିଥିବାର ଦେଖିବାକୁ ମିଳିଛି। ଏହାରି ମଧ୍ୟର ସବୁ ସୀମା ଟପିଛି ରାଜ୍ୟ ବିଜେପି। ପ୍ରତିବାଦ ଜଣାଇବାକୁ ଯାଇ ବାଚସ୍ପତିଙ୍କ ପୋଡ଼ିୟମ ଚଢ଼ି ମାଇକ ଭାଙ୍ଗିଛନ୍ତି ବିଜେପି ବିଧାୟକ ନାଉରୀ ନାଏକ । ପ୍ରବଳ ହଟ୍ଟଗୋଳ ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଏକ ଘଣ୍ଟା ମୁଲତବି ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    78 %
    1.6kmh
    0 %
    Thu
    31 °
    Fri
    31 °
    Sat
    32 °
    Sun
    33 °
    Mon
    33 °

    ସମ୍ବନ୍ଧିତ