Monday, September 21, 2026
27.3 C
Odisha

    STF ପଞ୍ଝାରେ ବଜ୍ରକାପ୍ତା ବେପାରୀ, ଲକ୍ଷାଧିକ ଟଙ୍କାର କାତି ଜବତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର    :  STF ପଞ୍ଝାରେ ବଜ୍ରକାପ୍ତା ବେପାରୀ ।  ଲକ୍ଷାଧିକ ଟଙ୍କାର ବଜ୍ରକାପ୍ତା କାତି ଜବତ। ଭୁବନେଶ୍ୱରରୁ ବଜ୍ରକାପ୍ତା ବେପାରୀକୁ ଗିରଫ କଲା STF ଟିମ୍। ବଜ୍ରକାପ୍ତା ବେପାରୀ ନିକଟରୁ ଲକ୍ଷାଧିକ ଟଙ୍କାର ବଜ୍ରକାପ୍ତା କାତି ଜବତ ହୋଇଛି। ଗିରଫ ବ୍ୟକ୍ତି ହେଲେ ବୌଦ୍ଧ ଜିଲ୍ଲା ଗୋଛାବାଡର ସ୍ବାଭିମାନ ନାୟକ ।  ସେ ଜୀବନ୍ତ ବଜ୍ରକାପ୍ତା ମାରି ତାର କାତି ବାହାର କରି ବିକ୍ରି କରୁଥିବା ତଦନ୍ତରୁ ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.3 ° C
    27.3 °
    27.3 °
    85 %
    1.5kmh
    96 %
    Mon
    27 °
    Tue
    28 °
    Wed
    28 °
    Thu
    24 °
    Fri
    28 °

    ସମ୍ବନ୍ଧିତ