Monday, March 30, 2026
37.6 C
Odisha

    ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଲି ସମୟରେ ରାସ୍ତା ରୋକ କଲେ ବିରୋଧୀ ପ୍ରାର୍ଥୀଙ୍କ ସମର୍ଥକ

    ଆଗକୁ ପଢନ୍ତୁ

    ଘଷିପୁରା : କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ତରିମୁଳ ପଞ୍ଚାୟତ କଣ୍ଟାରୋହି ଛକରେ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକଙ୍କ ଆତଙ୍କ ସୃଷ୍ଟି କରିଛନ୍ତି। ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ରାଲି କରୁଥିବା ସମୟରେ ବିଚ୍ ରାସ୍ତାରେ ଖୁଲମ୍ ଖୁଲ୍ଲା ଗୁଣ୍ଡାଗର୍ଦି କରାଯାଇଥିବା ଅଭିଯୋଗ ହୋଇଛି। ସୌମ୍ୟରଞ୍ଜନଙ୍କ ପ୍ରଚାର ଗାଡ଼ି ସାମ୍ନାରେ ରାସ୍ତା ରୋକ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ବିଜେଡି ପତାକା ଉଡ଼େଇ ନାରାବାଜି କରି ଡରେଇବା ପାଇଁ ଉଦ୍ୟମ ଦୀର୍ଘ ସମୟ ଧରି ପ୍ରଚାର ଗାଡ଼ିକୁ ଅଟକେଇ ରଖିଥିବା ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    37.6 ° C
    37.6 °
    37.6 °
    15 %
    1.5kmh
    43 %
    Mon
    38 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ