Monday, March 30, 2026
26.9 C
Odisha

    ଆରପାରିରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ଦେହାନ୍ତ ଘଟିଯାଇଛି । କର୍କଟ ରୋଗରେ ଆକ୍ରନ୍ତ ସୁଶୀଲ ମୋଦୀ ୭୨ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଏବେ ଚିର ଦିନ ପାଇଁ ଆଖି ବୁଜିଛନ୍ତି । ବିହାର ରାଜନୀତିରେ ଜଣେ ଟାଣୁଆ ନେତା ଭାବରେ ପରିଚିତ ସୁଶୀଲ ମୋଦୀ । ୨୦୦୪ ମସିହାରେ ଲୋକସଭା ଏବଂ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ସୁଶୀଲ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.9 ° C
    26.9 °
    26.9 °
    24 %
    2.3kmh
    0 %
    Sun
    27 °
    Mon
    41 °
    Tue
    39 °
    Wed
    40 °
    Thu
    40 °

    ସମ୍ବନ୍ଧିତ