Tuesday, July 1, 2025
23.3 C
Odisha

    ବିଜେପିରେ ମିଶିଲେ ଦୁଇ ପୂର୍ବତନ ବିଧାୟକ । ପଦ୍ମ ଧରିଲେ ନବୀନ ନନ୍ଦ ଓ ଭାଦବ ହାଂସଦା

    ଆଗକୁ ପଢନ୍ତୁ

    ବିଜେପିର ମିଶ୍ରଣ ପର୍ବ । ବିଜେପିରେ ମିଶିଲେ ଦୁଇ ପୂର୍ବତନ ବିଧାୟକ । ଆଜି ବିରାଟ ପଟୁଆରରେ ଆସି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଏବଂ ସାରସକଣାର ପୂର୍ବତନ ବିଜେଡ଼ି ବିଧାୟକ ଭାଦବ ହାଂସଦା ଆଜି ବିରାଟ ପାଟୁଆରରେ ଆସି ବିଜେପିରେ ମିଶିଲେ । ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଅପରାଜିତା ଷଡ଼ଙ୍ଗୀ ଏବଂ ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ବିଜେପି ବିଧାୟକ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ । ସେହିପରି ଘସିପୁରାର ବିଜେପି ନେତା ପୃଥ୍ୱୀରାଜ କୁଅଁରଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ବିରାଟ ପଟୁଆରରେ ଆସି ଆଜି ବିଜେପିରେ ମିଶିଛନ୍ତି । ଆନନ୍ଦପୁରରୁ ଝାନ୍ସୀରାଣୀ ଦାସଙ୍କ ନେତୃତ୍ୱରେ ଅନେକ ବିଜେଡ଼ି ଓ କଂଗ୍ରେସ କର୍ମୀ ଦଳ ଛାଡିରେ ବିଜେପିରେ ସାମିଲ ହୋଇଛନ୍ତି । କଟକ ପ୍ରକାଶ ବେହେରାଙ୍କ ନେତୃତ୍ୱରେ ବିଜେଡ଼ି କଂଗ୍ରେସ ଛାଡି ଆଜି ବିଜେପିରେ ସାମିଲ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    94 %
    2.4kmh
    100 %
    Mon
    23 °
    Tue
    25 °
    Wed
    24 °
    Thu
    29 °
    Fri
    26 °

    ସମ୍ବନ୍ଧିତ