Thursday, October 15, 2026
23.8 C
Odisha

    ଭୁବନେଶ୍ବରରେ ସଂଘବଦ୍ଧ ଆକ୍ରମଣ: ୨ ଯୁବକଙ୍କୁ ହାଣିଲେ, ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପୁଲିସ୍‌ର କଡ଼ା ସୁରକ୍ଷା ସତ୍ତ୍ୱେ ରାଜଧାନୀର ଜନଗହଳୀପୂର୍ଣ୍ଣ ଏୟାରପୋର୍ଟ ଅଞ୍ଚଳ ରବିବାର ସନ୍ଧ୍ୟାରେ ରକ୍ତରଞ୍ଜିତ ହୋଇଛି। ଏୟାରପୋର୍ଟ ଛକ ନିକଟରେ କିଛି ଦୁର୍ବୃତ୍ତ ବିଚ୍‌ ରାସ୍ତାରେ ୨ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଆଉ ଜଣେ କେବଳ ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତି ହେଲେ ମଦନ ମହାରଣା ଓରଫ ଶିବା। ଅନ୍ୟ ଯୁବକ ସାମାନ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିବାଙ୍କ ଘର ସ୍ଥାନୀୟ ଭୀମପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    90 %
    1kmh
    99 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ