Sunday, March 1, 2026
20.4 C
Odisha

    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ

    ଆଗକୁ ପଢନ୍ତୁ

    ଜୟପୁର : ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।  ବିଶ୍ବନାଥଙ୍କର ଦୁଇଟି କୋଠା ଓ ୧୮ଟି ପ୍ଲଟ ରହିଛି ।  ଜୟପୁର ଟାଉନରେ ରହିଛି ଦେଢ କୋଟି ଟଙ୍କାର ଏକ ୩ ମହଲା ବିଲ୍ଡିଂ ।

    ୧ କୋଟି ଟଙ୍କା ବ୍ୟାଙ୍କ ଜମା ରହିଛି । ଏହାସହ ୮୫୪ ଗ୍ରାମ ସୁନା ଓ ୧୮ଶହ ଗ୍ରାମର ରୁପା ଜବତ କରିଛି ଭିଜିଲାନ୍ସ ।  ୨୦୧୧ରେ ଆଡହକ୍ ଆସିଷ୍ଟାଣ୍ଟ ଇଞ୍ଜନିୟର ଭାବେ ଯୋଗଦେଇଥିଲେ ବିଶ୍ବନାଥ । ସେତେବେଳେ ଦରମା ଥିଲା ୧୪ ହଜାର ଟଙ୍କା ।

    ୨୦୧୬ରେ ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଆଡହକ୍ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଯୋଗଦେଇଥିଲେ। ମାତ୍ର ୮ବର୍ଷର ନିୟମିତ ଚାକିରୀରେ ଅମାପ ସମ୍ପତ୍ତିର ମାଲିକ ହୋଇଛନ୍ତି ବିଶ୍ବନାଥ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    43 %
    1kmh
    7 %
    Sun
    36 °
    Mon
    36 °
    Tue
    36 °
    Wed
    38 °
    Thu
    38 °

    ସମ୍ବନ୍ଧିତ