Sunday, June 1, 2025
27.3 C
Odisha

    ବିଶାଖାପାଟଣା ଟେଷ୍ଟ: ଦ୍ୱିତୀୟ ଇଂନିସରେ ଶୁଭମନଙ୍କ ଦମଦାର ଦଶକ

    ଆଗକୁ ପଢନ୍ତୁ

    ବିଶାଖାପାଟଣା ଟେଷ୍ଟର ଦ୍ୱିତୀୟ ଇଂନିସରେ ଦମଦାର ବ୍ୟାଟିଂ କରିଛନ୍ତି ଶୁଭମନ ଗିଲ । ଗିଲ ଏହି ଇଂନିସରେ ଶତକ ହାସଲ କରି ବ୍ୟାଟିଂ ଜାରି ରଖିଛନ୍ତି । ଏବେ ଭାରତ ୫ ୱିକେଟ ହରାଇ ୨୦୦ ରନ ଟପି ସାରିଲାଣି । ଏହାସହ ଭାରତ ୩୫୦ରୁ ଅଧିକ ରନରେ ଆଗୁଆ ବି ରହିଛି । ତେବେ ବ୍ୟାଟିଂ ଜାରି ରଖିଥିବା ଟିମ ଇଣ୍ଡିଆ ଇଂଲଣ୍ଡକୁ ଏକ ବିଶାଳ ରନ ଟାର୍ଗେଟ ଦେବା ଲକ୍ଷ୍ୟରେ ରହିଛି ।ଏହି ଇଂନିସରେ ଅନ୍ୟ ସବୁ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିବା ବେଳେ ଶୁଭମନ ଗିଲ ଏକାକି ପାଳି ସମ୍ଭାଳିଥିଲେ । ଶୁଭମନ ୧୪୭ ହଲରୁ ୧୦୪ ରନ କରିଛନ୍ତି । ଯେଉଁଥିରେ ୧୧ ଚୌକା ଓ ୨ ଛକା ସାମିଲ ଅଛି । ଏବେ ଅକ୍ଷର ପଟେଲ ଓ ଶ୍ରିକାରା ଭାରତ ବ୍ୟାଟିଂ ଜାରି ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    74 %
    1.2kmh
    100 %
    Sun
    37 °
    Mon
    40 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ