Saturday, March 15, 2025
39.7 C
Odisha

    ଆକାଶରେ ଦୃଶ୍ୟମାନ ହେବ କଳା ଜହ୍ନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଚଳିତବର୍ଷ ଆକାଶରେ ବିରଳ ଜହ୍ନ ଦେଖିବାକୁ ମିଳିବ। ତାହା ପୁଣି ଆକାଶରେ ଦେଖାଯିବ କଳା ଜହ୍ନ।ଏହା ଏସିଆ , ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ। ଭାରତରେ ମଧ୍ୟ ମଙ୍ଗଳବାର ଅର୍ଥାତ ଡ଼ିସେମ୍ବର ୩୦ ତାରିଖ ୨୦୨୪ ଭୋର୍ ୪ଟାରେ କଳା ଜହ୍ନ ଦୃଶ୍ୟମାନ ହେବ। ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡିଲେ ଏହା ଦୃଶ୍ୟମାନ ହୁଏ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.7 ° C
    39.7 °
    39.7 °
    9 %
    4.6kmh
    0 %
    Sat
    39 °
    Sun
    41 °
    Mon
    41 °
    Tue
    41 °
    Wed
    41 °

    ସମ୍ବନ୍ଧିତ