Friday, May 9, 2025
38.3 C
Odisha

    ଆଜି ବନ୍ଦ ରହିବ ଶିମିଳିପାଳ

    ଆଗକୁ ପଢନ୍ତୁ

    ବାରିପଦା: ନୂଆ ବର୍ଷ ପାଖେଇ ଆସିବା ଯୋଗଁ ଅନେକ ପର୍ଯ୍ୟଟକ ଶିମିଳିପାଳ ବୁଲିବାକୁ ଆସିଥାନ୍ତି। କିନ୍ତୁ ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବାଘ ଅଭୟାରଣ୍ୟ ଶିମିଳିପାଳ। ରାଜ୍ୟରେ ଜାରି ରହିଥିବା ଝିପଝିପ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟର ଦୁଇ ପ୍ରବେଶପଥ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସୂଚନାନୁଯାୟୀ, କାଳିକାପ୍ରସାଦ ଓ ପିଠାବଟା ଗେଟ୍ ଦେଇ ଯାତାୟତ ବନ୍ଦ ରହିବ। ଏନେଇ ଶିମିଳିପାଳ ଉପ ନିର୍ଦ୍ଦେଶକ ସାଇ କିରଣ ସୂଚନା ଜାରି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.3 ° C
    38.3 °
    38.3 °
    20 %
    2.4kmh
    68 %
    Fri
    40 °
    Sat
    40 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ