Friday, September 18, 2026
31.1 C
Odisha

    ଆସିଲା ଖୁସି ଖବର; ଖୁବଶୀଘ୍ର ଫେରିବେ ଫସିଥିବା ଦୁଇ ମହାକାଶଚାରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗତ ମଙ୍ଗଳବାର ନାସା ଏବଂ ସ୍ପେସଏକ୍ସ ଏଜେନ୍ସିର ସ୍ପେସଏକ୍ସ କ୍ରୁ-୯  ଏକ ଖୁସି ଖବର ସମ୍ପର୍କ‌ରେ ସୂଚନା ଦେଇଛି। ଏହି ସୂଚନା ଅନୁଯାୟୀ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କୁ ଖୁବଶୀଘ୍ର ଫେରାଇ ଆଣିପାଇଁ କାମ ଆରମ୍ଭ ହୋଇଯାଇଛି।

    ସ୍ପେସଏକ୍ସ ଆଗାମୀ ମହାକାଶଚାରୀ ଉଡ଼ାଣ ପାଇଁ କ୍ୟାପସୁଲକୁ ପରିବର୍ତ୍ତନ କରିବ। ଯାହା ଦ୍ୱାରା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ଆରମ୍ଭ ବଦଳରେ ମାର୍ଚ୍ଚ ମଧ୍ୟଭାଗରେ ଅନେକ ଦିନ ‌ହେବ ଫସି ରହିଥିବା ବୁଚ ୱିଲମୋର ଏବଂ ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଫେରାଇ ଅଣାଯିବ।

    ଏହା ସମସ୍ତଙ୍କ ପାଇଁ ଏକ ଖୁସିର ଖବର ରହିଛି। କାରଣ ବୁଚ ୱିଲମୋର ଏବଂ ସୁନିତା ୱିଲିୟମ୍ସ ମହାକାଶରେ ଫସିଥିବା ନେଇ ଖବର ସାମ୍ନାକୁ ଆସିବା ବେଳେ ଲୋକେ ନିରାଶ ହୋଇଯାଇଥିଲେ। କେବେ ଦୁହେଁ ପୃଥିବୀକୁ ସୁରକ୍ଷିତ ଭାବେ ଫେରିବେ ଲୋକେ ସେ ଅପେକ୍ଷାରେ ଥିଲେ। ଖୁବଶୀଘ୍ର ଏଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    31.1 ° C
    31.1 °
    31.1 °
    65 %
    2.2kmh
    51 %
    Fri
    31 °
    Sat
    30 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ