Sunday, September 13, 2026
23 C
Odisha

    ଓଡ଼ିଶାରେ ୭୧୦ ଡଲ୍‌‌ଫିନ : ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସିଲା ରାଜ୍ୟର ଡଲ୍‌‌ଫିନ୍‌‌ ଗଣନା ରିପୋର୍ଟ। ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଓଡ଼ିଶାରେ ଡଲ୍‌‌ଫିନ୍‌‌ ଗଣଣା ରିପୋର୍ଟ ରେ ରାଜ୍ୟରେ ମୋଟ ୭୧୦ ଡଲଫିନ୍‌‌ ରହିଛି ବୋଲି ସୂଚନା ମିଳିଛି।ରିପୋର୍ଟ ଅନୁଯାୟୀ ଚିଲିକା ଡିଭିଜନ୍‌‌ରେ ସର୍ବାଧିକ ୧୭୪ଟି ଡଲ୍‌‌ଫିନ୍‌‌ ରହିଛି। ଏହାପରେ ବ୍ରହ୍ମପୁର ଡିଭିଜନ୍‌‌ରେ ୧୩ ଡଲଫିନ୍‌‌ ରହିଛନ୍ତି। ପୁରୀ ଏବଂ ବାଲେଶ୍ୱର ଡିଭିଜନ୍‌‌ରେ ୭ଟି ଲେଖାଏଁ ଡଲଫିନ୍‌‌ ରହିଥିବାବେଳେ ଭଦ୍ରକ ଡିଭିଜନ୍‌‌ରେ ୪ଟି ଡଲଫିନ୍‌‌ ଅଛନ୍ତି। ଏହାସହିତ ରାଜ୍ୟର ବିଭନ୍ନ ସ୍ଥାନରେ ଡଲଫିନ୍‌‌ ଗଣନା କରାଯାଇଥିବା ନେଇ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ