Tuesday, April 21, 2026
42.2 C
Odisha

    ଓଲଟିଲା କାର, ୪ ଗୁରୁତର

    ଆଗକୁ ପଢନ୍ତୁ

    ବାଲେଶ୍ୱର : ଜଳେଶ୍ବର ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରେ ଘଟିଛି କାର ଦୁର୍ଘଟଣା । ଭାରସାମ୍ଯ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡିଛି ଏକ କାର । ଜଣେ ମହିଳାଙ୍କ ସମେତ ୪ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ବାଲେଶ୍ବର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ବସ୍ତା ପୋଲିସର ପହଂଚି ତଦନ୍ତ ଜାରି ରହିଛି । ଭୁବନେଶ୍ବରରୁ ଭୋଗରାଇ ଫେରୁଥିବା ବେଳେ ହୋଇଛି ଏହି ଦୁର୍ଘଟଣା । ସମସ୍ତ ଗୁରୁତର ଭୋଗରାଇ ଅଞ୍ଚଳର ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.2 ° C
    42.2 °
    42.2 °
    11 %
    3.4kmh
    8 %
    Tue
    41 °
    Wed
    43 °
    Thu
    43 °
    Fri
    44 °
    Sat
    44 °

    ସମ୍ବନ୍ଧିତ