Monday, September 21, 2026
24 C
Odisha

    ନୀତା ଅମ୍ବାନୀ ପାଇଲେ ‘ବ୍ରାଣ୍ଡ ଇଣ୍ଡିଆ’ ସମ୍ମାନ

    ଆଗକୁ ପଢନ୍ତୁ

    ମୁମ୍ବାଇ : ରିଲାୟନ୍ସ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ନୀତା ମୁକେଶ ଅମ୍ବାନୀଙ୍କୁ ‘ଆଉଟ୍‌ଷ୍ଟାଣ୍ଡିଂ କଣ୍ଟ୍ରିବ୍ୟୁସନ୍ ଟୁ ବ୍ରାଣ୍ଡ ଇଣ୍ଡିଆ’ ସମ୍ମାନରେ ସମ୍ମାନିତ କରାଯାଇଛି। CNBC-TV18ର ଇଣ୍ଡିଆନ୍ ବିଜନେସ୍ ଲିଡର୍ ପକ୍ଷରୁ ମୁମ୍ବାଇରେ ଗତ ୭ ତାରିଖରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀମତୀ ଅମ୍ବାନୀଙ୍କୁ ଏହି ଆୱାର୍ଡ ମିଳିଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ୍ ଶ୍ରୀମତୀ ଅମ୍ବାନୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।ଏହି ଆୱାର୍ଡ ଗ୍ରହଣ କରିବା ସମୟରେ ନୀତା ମୁକେଶ ଅମ୍ବାନୀ କହିଥିଲେ ଯେ ‘ଏହି ଶତାବ୍ଦୀ ମହିଳାଙ୍କର, ଭାରତୀୟ ମହିଳା ଦେଶର ପ୍ରଗତିର କାହାଣୀକୁ କେବଳ ଆଗକୁ ବଢ଼ାଇବେନି ବରଂ ଏହାକୁ ଏକ ନୂଆ ଦିଗ ଦେଖାଇବେ।’
    ଶ୍ରୀମତୀ ଅମ୍ବାନୀ ଏହି ଆୱାର୍ଡକୁ କର୍ମ, ଭକ୍ତି, ଜ୍ଞାନ, ମାତୃତ୍ୱ, ନେତୃତ୍ୱ ଓ କରୁଣା ପଥରେ ଚାଲୁଥିବା ପ୍ରତ୍ୟେକ ମହିଳାଙ୍କୁ ସମର୍ପଣ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    95 %
    1.1kmh
    100 %
    Sun
    24 °
    Mon
    28 °
    Tue
    28 °
    Wed
    28 °
    Thu
    23 °

    ସମ୍ବନ୍ଧିତ