Sunday, September 13, 2026
23.5 C
Odisha

    ଜନ୍ମାଷ୍ଟମୀରେ ଚମକିବ ଏହି ରାଶିଙ୍କ ଭାଗ୍ୟ

    ଆଗକୁ ପଢନ୍ତୁ

    ଚଳିତ ବର୍ଷ ୨୬ ଅଗଷ୍ଟରେ ଜନ୍ମାଷ୍ଟମୀ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମାଷ୍ଟମୀର ପବିତ୍ର ଦିନରେ ଏହି ରାଶିଙ୍କୁ ଭଗବାନଙ୍କ ବିଶେଷ କୃପା ମିଳିବା ସହ ଭାଗ୍ୟ ଚମକିବ। ଏମାନେ ପ୍ରଭୁଙ୍କ ପ୍ରିୟ ରାଶି ବୋଲି କୁହାଯାଏ।

    ବୃଷ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃଷ ରାଶି ବ୍ୟକ୍ତି ବିଶେଷ ଶ୍ରୀକୃଷ୍ଣଙ୍କ ପ୍ରିୟ ରାଶି ବୋଲି କୁହାଯାଏ । ପ୍ରଭୁଙ୍କ କୃପାରୁ ଏହି ରାଶିଙ୍କୁ ସଫଳତା ମିଳିବା ସହ ଉନ୍ନତି ହେବ।

    କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ନିୟମିତ ରୂପରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ କୌଣସି ଜିନିଷର ଅଭାବ ରହିନଥାଏ । ଅଟକି ରହିଥିବା କାମ ପୂରଣ ହୁଏ।
    ସିଂହ – ଏହି ରାଶିର ବ୍ୟକ୍ତି ବିଶେଷ ମଧ୍ୟ ଶ୍ରୀକୃଷ୍ଣଙ୍କ ପ୍ରିୟ । ନିୟମିତ ରୂପରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଏହି ରାଶିଙ୍କୁ ସଫଳତା ମିଳିଥାଏ । ଅଟକି ଥିବା କାମରେ ସଫଳତା ମିଳେ।

    ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରାପ୍ତି ହେବ । ଧନ ପ୍ରାପ୍ତି ହେବ।

    ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ଭାଦ୍ରବ ମାସର କୃଷ୍ଣ ଅଷ୍ଟମୀ ତିଥିରେ ମଧ୍ୟ ରାତ୍ରୀରେ ରୋହିଣୀ ନକ୍ଷତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା । ଶାସ୍ତ୍ରରେ ଶ୍ରୀକୃଷ୍ଣଙ୍କୁ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ସ୍ୱରୂପ ବୋଲି କୁହାଯାଏ । ଜନ୍ମାଷ୍ଟମୀ ଦିନ କୃଷ୍ଣଙ୍କ ରୂପରେ ଭଗବାନ ବିଷ୍ଣୁ କଂସଙ୍କ ଅତ୍ୟାଚାରରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ଜନ୍ମ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    97 %
    1.4kmh
    100 %
    Sat
    24 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ