Sunday, September 20, 2026
24.1 C
Odisha

    ଜଳେଶ୍ୱର ରେଳ ଷ୍ଟେସନରେ ଅଘଟଣ: ଖସିପଡ଼ିଲେ ଯାତ୍ରୀ, କଟିଗଲା ଦୁଇ ଗୋଡ଼

    ଆଗକୁ ପଢନ୍ତୁ

    ଜଳେଶ୍ୱର : ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ରେଳ ଷ୍ଟେସନରେ ଆଜି ସକାଳେ ଜଳେଶ୍ୱର-ହାଓ୍ବଡ଼ା ମେମୁ ଟ୍ରେନକୁ ଚଢୁଥିବା ବେଳେ ଜଣେ ଯାତ୍ରୀ ତଳକୁ ଖସି ପଡ଼ିଛନ୍ତି। ଫଳରେ ଯାତ୍ରୀଜଣକ ତାଙ୍କର ଦୁଇଟି ଯାକ ଗୋଡ଼ ହରାଇଛନ୍ତି। ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯାତ୍ରୀଜଣକ ହେଲେ ପୂର୍ବ ମେଦିନୀପୁର ଜିଲ୍ଲା ପଟାସପୁର ଥାନା ଅଧୀନସ୍ଥ ପଦିମା ଗ୍ରାମର ନିମାଇଁ ଜେନା। ଆଜି ସକାଳେ ଜଳେଶ୍ୱର-ହାଓ୍ବଡ଼ା ମେମୁ ଟ୍ରେନକୁ ଚଢୁଥିବା ବେଳେ ଜଣେ ଯାତ୍ରୀ ତଳକୁ ଖସି ପଡ଼ିଛନ୍ତି। ଫଳରେ ଯାତ୍ରୀଜଣକ ତାଙ୍କର ଦୁଇଟି ଯାକ ଗୋଡ଼ ହରାଇଛନ୍ତି। ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯାତ୍ରୀଜଣକ ହେଲେ ପୂର୍ବ ମେଦିନୀପୁର ଜିଲ୍ଲା ପଟାସପୁର ଥାନା ଅଧୀନସ୍ଥ ପଦିମା ଗ୍ରାମର ନିମାଇଁ ଜେନା। ନିମାଇଁ କୋଲକାତାରେ ଚାକିରି କରନ୍ତି। ବସ୍ତା ବ୍ଲକର ଭେଲୋରା ବାରୁଣୀ ମେଳାକୁ ଜଣେ ସମ୍ପର୍କୀୟଙ୍କ ଘରକୁ ସେ ଆସିଥିବା ବେଳେ ଆଜି ଜଳେଶ୍ୱରରୁ ହାଓ୍ବଡ଼ା ଯିବାକୁ ନିଜ ପତ୍ନୀ ଓ ଝିଅ ସହ ଟ୍ରେନକୁ ଚଢୁଥିଲେ। ଏହି ସମୟରେ ଘଟିଛି ଅଘଟଣ। ନିମାଇଁ କୋଲକାତାରେ ଚାକିରି କରନ୍ତି। ବସ୍ତା ବ୍ଲକର ଭେଲୋରା ବାରୁଣୀ ମେଳାକୁ ଜଣେ ସମ୍ପର୍କୀୟଙ୍କ ଘରକୁ ସେ ଆସିଥିବା ବେଳେ ଆଜି ଜଳେଶ୍ୱରରୁ ହାଓ୍ବଡ଼ା ଯିବାକୁ ନିଜ ପତ୍ନୀ ଓ ଝିଅ ସହ ଟ୍ରେନକୁ ଚଢୁଥିଲେ। ଏହି ସମୟରେ ଘଟିଛି ଅଘଟଣ। ସ୍ବାମୀଙ୍କ ଏପରି ଅବସ୍ଥା ଦେଖି ପତ୍ନୀ ଭାଙ୍ଗି ପଡ଼ିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    94 %
    1.1kmh
    92 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ