Wednesday, March 19, 2025
24 C
Odisha

    ଜାଣନ୍ତୁ ରାଶି ଅନୁଯାୟୀ କେଉଁ ରଙ୍ଗରେ ହୋଲି ଖେଳିଲେ ମିଳେ ସଫଳତା, ଧନ, ଚମକେ ଭାଗ୍ୟ..

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ହୋଲି ପର୍ବର ଏକ ବିଶେଷ ମାନ୍ୟତା ରହିଛି । ଏହାକୁ ଖୁବ୍‌ ହର୍ଷ ଉଲ୍ଲାସରେ ପାଳନ କରାଯାଏ । ଏହାକୁ ଏକତା ଓ ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ବୋଲି ମଧ୍ୟ କୁହାଯାଏ । ତେବେ ଏହି ଦିନ ରଙ୍ଗ ଖେଳି ଲୋକେ ପରସ୍ପର ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରି ଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିରେ ରାଶି ଅନୁଯାୟୀ ରଙ୍ଗ ବ୍ୟବହାର କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଓ ଧନ ପ୍ରାପ୍ତି ହେବ।

    ମେଷ – ମେଷ ରାଶି ବ୍ୟକ୍ତି ବିଶେଷ ଲାଲ୍‌, ହଳଦିଆ, ଗୋଲାପି, କେସର ରଙ୍ଗ ବ୍ୟବହାର କଲେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ।

    ବୃଷ- ଏହି ରାଶିର ବ୍ୟକ୍ତି ବିଶେଷ ଧଳା ରଙ୍ଗ ବ୍ୟବହାର କରିବା ଉଚିିତ୍‌।

    ମିଥୁନ- ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ ରଙ୍ଗର ବ୍ୟବହାର କରିବା ଉଚିିତ୍‌।

    ସିଂହ- ଏହି ରାଶିର ବ୍ୟକ୍ତି ବିଶେଷ ଲାଲ୍‌ ରଙ୍ଗରେ ହୋଲି ଖେଳିଲେ ଜୀବନରେ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ ।

    କନ୍ୟା- ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ ରଙ୍ଗର ବ୍ୟବହାର କରିବା ଉଚିତ୍‌ ।

    ତୁଳା- ଏହି ରାଶିର ବ୍ୟକ୍ତି ବିଶେଷ ଧଳା ରଙ୍ଗ ବ୍ୟବହାର କରିବା ଉଚିିତ୍‌ ।

    ବିଛା- ଏହି ରାଶିର ବ୍ୟକ୍ତି ବିଶେଷ ସିନ୍ଦୁର ରଙ୍ଗର ବ୍ୟବହାର କରିବା ଉଚିିତ୍‌ ।

    ଧନୁ- ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ ରଙ୍ଗରେ ହୋଲି ଖେଳିବା ଅତ୍ୟନ୍ତ ଶୁଭଙ୍କର ।

    ମକର- ଏହି ରାଶିର ବ୍ୟକ୍ତି ବିଶେଷ ନୀଳ ରଙ୍ଗରେ ହୋଲି ଖେଳିବା ଶୁଭଙ୍କର । ଏହା ଦ୍ୱାରା ସମ୍ପର୍କରେ ମଧୁରତା ଓ ବିଶ୍ୱାସ ମଜଭୁତ ହୋଇଥାଏ ।

    କୁମ୍ଭ- ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ ରଙ୍ଗର ବ୍ୟବହାର କରିବା ଶୁଭଙ୍କର ।

    ମୀନ- ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ ରଙ୍ଗର ବ୍ୟବହାର କରିବା ଦ୍ୱାରା ସଫଳତା ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24 ° C
    24 °
    24 °
    37 %
    1.2kmh
    49 %
    Wed
    39 °
    Thu
    40 °
    Fri
    39 °
    Sat
    30 °
    Sun
    32 °

    ସମ୍ବନ୍ଧିତ