Monday, May 25, 2026
42 C
Odisha

    ଟ୍ରେନିଂ ସମୟରେ ବିସ୍ଫୋରଣ: ୨ ଯବାନ ମୃତ

    ଆଗକୁ ପଢନ୍ତୁ

    ରାଜସ୍ଥାନର ବିକାନେରରେ ମହାଜନ ଫାୟାରିଂ ରେଞ୍ଜରେ ବୁଧବାର ବଡ଼ ଦୁର୍ଘଟଣା ଘଟିଛି । ଟ୍ରେନିଂ ସମୟରେ ଏକ ବିସ୍ଫୋରଣ ଘଟି ସେନାର ୨ ଯବାନଙ୍କ ମୃତ୍ୟୁ ଘଟିଛି। ଟ୍ୟାଙ୍କରେ ଗୋଳା ବାରୁଦ ଲୋଡ୍ କରିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା । ଏହି ଦୁର୍ଘଟଣାରେ ଜଣେ ଯବାନ ଆହତ ହେବାର ମଧ୍ୟ ଖବର ରହିଛି । ସୂଚନା ମୁତାବକ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯବାନ ହେଲେ ଆଶୁତୋଷ ମିଶ୍ରା ଓ ଜିତେନ୍ଦ୍ର । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ଚଣ୍ଡିଗଡ଼ ନିଆଯାଇଛି । ଏହା ସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କ ପାର୍ଥିବ ଶରୀରକୁ ସୁରତଗଡ଼ ମିଲିଟାରୀ ଷ୍ଟେସନ ନିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    42 ° C
    42 °
    42 °
    22 %
    2.2kmh
    11 %
    Mon
    43 °
    Tue
    45 °
    Wed
    45 °
    Thu
    46 °
    Fri
    44 °

    ସମ୍ବନ୍ଧିତ