Wednesday, October 7, 2026
30.3 C
Odisha

    କଟା ନାକ ନେଇ ଡାକ୍ତରଖାନାରେ ପହଁଚିଲେ ମହିଳା, ଡାକ୍ତର ଦେଖି ହୋଇଗଲେ କାବା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜସ୍ଥାନର ଜାଲୋର ଜିଲ୍ଲାର ମୋକାନି ଗ୍ରାମରେ ଜମି ବିବାଦ ହେତୁ ଜଣେ ମହିଳାଙ୍କ ନାକ ଛୁରୀରେ କାଟି ଦିଆଯାଇଥିଲା। ମହିଳା ପ୍ରଥମ ଚିକିତ୍ସା ପରେ ଯୋଧପୁରକୁ ରେଫର୍ କରିଥିଲେ। ରାଜସ୍ଥାନର ଜାଲୋର ଜିଲ୍ଲାର ମୋକାନି ଗ୍ରାମରେ ଜମି ବିବାଦକୁ ନେଇ ଏଭଳି ନୃଶଂସ କାଣ୍ଡ ଭିଆଇଛନ୍ତି ତାଙ୍କ ସମ୍ପର୍କୀୟ। 40 ବର୍ଷିୟ କୁକିଦେବୀ ପତ୍ନୀ ଲାଖା ରାମଙ୍କ ଭଣଜା ଏବଂ ଅନ୍ୟ ସମ୍ପର୍କୀୟମାନେ ତାଙ୍କ ନାକ କାଟି ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ