Wednesday, April 22, 2026
30.8 C
Odisha

    ଦିଲ୍ଲୀର ଜଙ୍ଗଲ ଜମ୍ବୁରି ରେସ୍ତୋରାଁରେ ଭୟାବହ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀର ରାଜୌରି ଗାର୍ଡନ ମେଟ୍ରୋ ଷ୍ଟେସନର ଠିକ ସାମ୍ନାରେ ଜଙ୍ଗଲ ଜମ୍ବୁରି ରେସ୍ତୋରାଁରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକାଳ ବିଭାଗର ୧୦ଟି ଗାଡ଼ି ଯୁଦ୍ଧକାଳିନଭିତ୍ତିରେ ଘଟଣାସ୍ଥଳରେ ଆସି ପହଞ୍ଚିଯାଇ ନିଆଁ ଲିଭା କାମରେ ଲାଗିପଡ଼ିଛି। ଏହି ରେସ୍ତୋରାଁରେ ନିଆଁ ଆଜି ୨ଟା ୧୪ ମିନିଟରେ ଲାଗିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା କି ଆଖିପିଛୁଳାକେ ରେସ୍ତୋରାଁ ଜଳି ପାଉଁଶ ହୋଇଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.8 ° C
    30.8 °
    30.8 °
    22 %
    2.3kmh
    26 %
    Wed
    31 °
    Thu
    42 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ