Saturday, March 7, 2026
35.2 C
Odisha

    ନାବାଳକ ଛାତ୍ରଙ୍କ ଅମାନୁଷିକ କାଣ୍ଡ, ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

    ଆଗକୁ ପଢନ୍ତୁ

    ଆନ୍ଧ୍ରପ୍ରଦେଶରେ ଲଜ୍ଜା, ନାବାଳକ ଛାତ୍ରଙ୍କ ଅମାନୁଷିକ କାଣ୍ଡ। ତୃତୀୟ ଶ୍ରେଣୀର ଛାତ୍ରୀକୁ ବିଭତ୍ସ ହତ୍ୟା । ଗଣଦୁଷ୍କର୍ମ ପରେ କେନାଲକୁ ଫିଙ୍ଗିଲେ ଅଭିଯୁକ୍ତ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢୁଥିବା ଅଭିଯୁକ୍ତ ଛାତ୍ର । କୋମଳ ବୟସରେ ନୃସଂସତାର ସବୁ ସୀମା ଟପିଗଲେ ଏହି ନାବାଳକ ଛାତ୍ର। ଜଣେ ତୃତୀୟ ଶ୍ରେଣୀରେ ପାଠପଢୁଥିବା ଝିଅକୁ ପ୍ରଥମେ ଗଣଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଛନ୍ତି ୩ ଜଣ ନାବାଳକ ଅପରାଧୀ। ଏଭଳି ଲୋମଟାଙ୍କୁରା ଖବର ଆସିଛି ପଡୋଶୀ ଆନ୍ଧ୍ରପ୍ରଦେଶରୁ।

    ଏକ ସ୍କୁଲରେ ପଢୁଥିବା ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଟେକି ନେଇ ପ୍ରଥମେ ଗଣଦୁଷ୍କର୍ମ କରିଥିଲେ ଆଉ ପ୍ରମାଣ ନଷ୍ଟ କରିବା ପାଇଁ ପୀଡିତାକୁ ହତ୍ୟା କରି ସ୍କୁଲ ନିକଟ ନଦୀରେ ଫିଙ୍ଗି ଦେଇଥିଲେ ସେହି ସ୍କୁଲର ଷଷ୍ଠ ଓ ସପ୍ତମ ଶ୍ରେଣୀର ୩ଜଣ ଛାତ୍ର। ଖବର ପ୍ରଘଟ ହେବାପରେ ନାବାଳିକାର ମୃତଦେହ ଖୋଜିବା ସହ ୩ ଜଣ ନାବାଳକ ଛାତ୍ରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଲାଇଛି ପୋଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    21 %
    3.3kmh
    0 %
    Sat
    34 °
    Sun
    37 °
    Mon
    37 °
    Tue
    39 °
    Wed
    40 °

    ସମ୍ବନ୍ଧିତ