Saturday, October 3, 2026
23.8 C
Odisha

    ପାକିସ୍ତାନକୁ ଭାରତର କଡ଼ା ଜବାବ, ଜମ୍ମୁ କଶ୍ମୀରର LOCରେ ବର୍ଷୁଛି ଗୁଳି

    ଆଗକୁ ପଢନ୍ତୁ

    ଭାରତ-ପାକ ଉର୍ତ୍ତେଜନା ମଧ୍ୟରେ LOCରେ ବର୍ଷୁଛି ଗୁଳି ।  ଏକାଧିକ ପାକିସ୍ତାନୀ ପୋଷ୍ଟରୁ ଗୁଳିମାଡ଼ ହେଉଛି ।  ଗତକାଲି ରାତିସାରା ଏଲଓସିର ସୁନ୍ଦରବାନୀ, ଅଖନୁର ସେକ୍ଟରରେ ବିଭିନ୍ନ ସ୍ଥାନରୁ ଗୁଳିମାଡ଼ ହେଉଛି । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଟେନସନ୍ ବଢ଼ୁଥିବା ବେଳେ ଅଶାନ୍ତ ହୋଇଛି ଏଲଓସି  ।ପାକିସ୍ତାନ ସେନାର ଘନଘନ ଗୁଳିମାଡ଼ କରୁଛି  ।   ଏହାର ମୁହଁତୋଡ଼ ଜବାବ ଦେଉଛି ଭାରତ ।  ଭାରତୀୟ ଯବାନ ପାଲଟା ଗୁଳି ବର୍ଷା କରୁଛନ୍ତି ।  ଗତ ୨୨ ତାରିଖ ପରେ ଆଶନ୍ତ ହୋଇ ଉଠିଛି ଏଲଓସି ।  ଲଗାତାର ଛଅ ଦିନ ହେଲା ଅସ୍ତ୍ରବିରତି ଉଲଂଘନ   କରିଆସୁଛି ଇସଲାମାବାଦ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ