Tuesday, May 19, 2026
41.2 C
Odisha

    ପୂର୍ବ ସରକାରରେ ଭୁଶୁଡ଼ି ପଡ଼ିଥିଲା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ରାଜ୍ୟରେ କେମିତି ଲାଗୁ ହେବ ଜାତୀୟ ଶିକ୍ଷା ନୀତି, କଣ ରହିବ ରୂପରେଖ, ସେନେଇ ଭୁବନେଶ୍ବରରେ ଚାଲିଛି କର୍ମଶାଳା । ଏହି ତିନିଦିନିଆ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ପୂର୍ବ ସରକାରର ଶିକ୍ଷା ବ୍ୟବସ୍ଥାକୁ ଆକ୍ଷେପ କରିଛନ୍ତି । ପୂର୍ବ ସରକାର ସମୟରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉନଥିଲା । ଭଙ୍ଗା କୁଡ଼ିଆରେ, ବାରଣ୍ଡାରେ ଏବଂ ଗଛମୂଳରେ ଶିକ୍ଷାଦାନ କରାଯାଉଥିଲା । କିନ୍ତୁ ନୂଆ ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ଅନେକ ପଦକ୍ଷେପ ନେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ସରକାର ସମୟର ଫାଇଭ ଟି’ ସ୍କୁଲକୁ ନେଇ ମଧ୍ୟ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । ଏହାର ଜବାବ ରଖିଛି ବିଜେଡି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    41.2 ° C
    41.2 °
    41.2 °
    17 %
    2.4kmh
    99 %
    Tue
    40 °
    Wed
    45 °
    Thu
    46 °
    Fri
    45 °
    Sat
    45 °

    ସମ୍ବନ୍ଧିତ