Wednesday, April 15, 2026
25.7 C
Odisha

    ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ  I  ସନ୍ଦେହ ଘେରରେ ୨ ଯୁବତୀ  ।   ଝୁଲନ୍ତା ଅବସ୍ଥାରେ ଥିବା ଯୁବକଙ୍କ ନିକଟରୁ ମୋବାଇଲ ନେଇ ଛୁ ମାରିଲେ ୨ ଯୁବତୀ  ।  ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । CCTV ରେ ଯୁବତୀଙ୍କ ଫୋଟୋ ଆସିବା ପରେ ଏହାକୁ ଦେଖି ସମ୍ପୃକ୍ତ ୨ ଯୁବତୀଙ୍କୁ ଖୋଜୁଛି ବଡଗଡ ଥାନା ପୋଲିସ ।କ୍ରାଇମ ସିନରେ ଥିଲେ ଯୁବତୀ I ଶେଷଥର ପାଇଁ ସିସିଟିଭିରେ ଦୁଇ ଯୁବତୀଙ୍କୁ ଏକ ସ୍କୁଟିରେ ଛୁ ମାରୁଥିବା ଦେଖିବାକୁ ମିଳିଛି I ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି I ପୁଅର ଘର ଯାଜପୁର ଜିଲ୍ଲାର କୁଆଖିଆ ବୋଲି ଜଣାପଡିଛି । ତାଙ୍କ ନାମ ଶୁଭମ୍ ପଣ୍ଡା ବା ଗୁଡୁ । ଭୁବନେଶ୍ୱରରେ ଦୋକାନ କରିଥିଲେ ଶୁଭମ ।

    ଏବେ ଭୁବନେଶ୍ୱରରେ ପହଂଚିଛନ୍ତି ତାଙ୍କ ପରିବାର ଲୋକେ । କଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି କିମ୍ବା ତାଙ୍କୁ କିଏ ମାରିଦେଇଛି ସେ ନେଇ ଖୋଳତାଡ଼ କରୁଛି ପୋଲିସ I  CCTV ରେ ଆସୁଥିବା ସେ ଯୁବତୀ କିଏ, ମୃତ୍ୟୁ ସହ ତାଙ୍କର କିଛି ସମ୍ପର୍କ ଅଛି କି ନାହିଁ ସବୁ ଦିଗରୁ ତଦନ୍ତ କରୁଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    57 %
    0.8kmh
    0 %
    Wed
    42 °
    Thu
    44 °
    Fri
    44 °
    Sat
    43 °
    Sun
    43 °

    ସମ୍ବନ୍ଧିତ