Sunday, April 12, 2026
25.3 C
Odisha

    ବିରାଟ କୋହଲିଙ୍କ ଦଳ ପାଇଁ ବଡ଼ ଖବର, ବଦଳିଲା RCB ର ମାଲିକାନା!

    ଆଗକୁ ପଢନ୍ତୁ

    ବିରାଟ କୋହଲିଙ୍କ ଦଳ ପାଇଁ ବଡ଼ ଖବର। ବଦଳିଲା RCB ର ମାଲିକାନା । ଆଦିତ୍ୟ ବିର୍ଲା ଗ୍ରୁପ୍ ହେଲା ନୂଆ ମାଲିକ। ୧୬,୭୦୬ କୋଟି ଟଙ୍କାରେ ହେଲା ଡିଲ୍ । ଆଇପିଏଲ୍ ଟିମ୍ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’କୁ କିଣିବ ଆଦିତ୍ୟ ବିର୍ଲା ଗ୍ରୁପ୍ । ପ୍ରାୟ ୧.୭୮ ବିଲିୟନ ଡଲାର ତଥା ଭାରତୀୟ ମୁଦ୍ରାରେ ପ୍ରାୟ ୧୬,୭୦୬ କୋଟି ଟଙ୍କା ବିନିମୟରେ ଏହି ଦଳକୁ କିଣିବାକୁ ଯାଉଛି ଏହି ଗ୍ରୁପ୍ ।

    ଏହି ନୂଆ ମାଲିକାନା ଗୋଷ୍ଠୀରେ ଆଦିତ୍ୟ ବିର୍ଲା ଗ୍ରୁପ୍ ସହିତ ବ୍ଲାକଷ୍ଟୋନ୍, ଆମେରିକୀୟ ନିବେଶକ ଡେଭିଡ୍ ବ୍ଲିଟ୍ ଜରଙ୍କ ବୋଲ୍ଟ ଭେଞ୍ଚର୍ସ ଏବଂ ଟାଇମ୍ସ ଅଫ୍ ଇଣ୍ଡିଆ ମଧ୍ୟ ସାମିଲ ଅଛନ୍ତି । ସୂଚନା ଅନୁଯାୟୀ, ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ ଠାରୁ RCB ର ୧୦୦ ପ୍ରତିଶତ ଅଂଶଧନ କିଣିବା ପାଇଁ ଚୁକ୍ତି ହୋଇଛି । ଏହି ଡିଲ୍ ମାଧ୍ୟମରେ ଆଦିତ୍ୟ ବିର୍ଲା ଗ୍ରୁପ୍ ଉଭୟ ପୁରୁଷ ଏବଂ ମହିଳା RCB ଟିମ୍ ର ମାଲିକ ହେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    20 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ