Sunday, May 31, 2026
26.8 C
Odisha

    ଭାରତର କେଉଁ ରାଜ୍ୟର ଲୋକେ ଟ୍ୟାକ୍ସ ଦିଅନ୍ତି ନାହିଁ ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଭାରତରେ ପ୍ରତ୍ୟେକ ନାଗରିକ ଟ୍ୟାକ୍ସ ଦେଇଥାଆନ୍ତି, ଯାହା ଆମଦାନୀ ଇନକମ ଟ୍ୟାକ୍ସ ଭାବରେ ଆମେ ଜାଣିଥାଉ ଏବଂ ଏହା ଜୁଲାଇ ଶେଷ ବେଳକୁ ଦେବାକୁ ପଡିଥାଏ। ଭାରତର କେନ୍ଦ୍ର ସରକାରଙ୍କ ଦ୍ୱାରା ୧୯୬୧ ରେ ଇନକମ ଟ୍ୟାକ୍ସ ବା ଆୟକର ଦେବାର ନିୟମ ଲାଗୁହୋଇଥିଲା ଯାହାକି ପ୍ରତ୍ୟେକ ନାଗରିକଙ୍କର ପ୍ରାଥମିକ ଦାୟିତ୍ୱ ଅଟେ, କିନ୍ତୁ ଭାବିଲେ ଦେଖି ଯଦି ଟ୍ୟାକ୍ସ ନଦେବାକୁ ପଡେ ତେବେ ଆପଣ କେତେ ଖୁସି ହେବେ। ହଁ ଆଜ୍ଞା ଭାରତରେ ସେହିଭଳି ଗୋଟିଏ ରାଜ୍ୟ ରହିଛି ଯାହାର ନାମ ହେଉଛି ସିକିମ। ଯେଉଁଠି ଲୋକେ ଗୋଟିଏ ଟଙ୍କା ମଧ୍ୟ ଟ୍ୟାକ୍ସ ଦିଅନ୍ତି ନାହିଁ।

    ସିକିମ ଭାରତର ନର୍ଥ ଇଷ୍ଟରେ ଅବସ୍ଥିତ। ଯେଉଁଠାରେ ଲୋକେ ଖୁବ ଅଧିକ ପଇସା ରୋଜଗାର କରି ଥାଆନ୍ତି କିନ୍ତୁ ଟଙ୍କାଟିଏ ହେଲେ ଟ୍ୟାକ୍ସ ଦିଅନ୍ତି ନାହିଁ। ସିକିମର ଅଧା ରୁ ଅଧିକ ଲୋକ ଚାଷ କରନ୍ତି ଏବଂ ଏଠାକାର ଜନସଂଖ୍ୟା ୬ .୩୨ ଅଟେ। ଏହା ନର୍ଥ ଇଷ୍ଟ ରାଜ୍ୟରେ ସବୁଠୁ ବିକଶିତ ରାଜ୍ୟ ଅଟେ। ଯେଉଁଠାର ଲୋକେ ଟିୟୁରିଜିମ ସେକ୍ଟର ସହିତ ହାଇଡ୍ରୋଇଲେକ୍ଟ୍ରିସିଟି ଜରିଆରେ ଅନେକ ପଇସା ରୋଜଗାର କରି ଥାଆନ୍ତି ଏବଂ ଟଙ୍କାଟିଏ ହେଲେ ଟ୍ୟାକ୍ସ ଦିଅନ୍ତି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    26.8 ° C
    26.8 °
    26.8 °
    73 %
    2.4kmh
    49 %
    Sun
    28 °
    Mon
    40 °
    Tue
    40 °
    Wed
    41 °
    Thu
    42 °

    ସମ୍ବନ୍ଧିତ