Wednesday, May 20, 2026
30.3 C
Odisha

    ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ହେଲେ ସଞ୍ଜୟ ମାଲହୋତ୍ରା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ନୂଆ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କୁ ନିଯୁକ୍ତି ଦିଆଯାଇଛି। ଯିଏକି କେନ୍ଦ୍ର ରାଜସ୍ବ ମନ୍ତ୍ରାଳୟର ସଚିବ ଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କୁ ନିଯୁକ୍ତି ମିଳିଛି।ସେ ଆସନ୍ତା ଡିସେମ୍ବର ୧୧ ତାରିଖରୁ ଗଭର୍ଣ୍ଣର ଭାବେ ନୂଆ ଦାୟିତ୍ବ ଗ୍ରହଣ କରିବେ।ଆଜି କ୍ୟାବିନେଟ କମିଟି ପକ୍ଷରୁ ସଞ୍ଜୟ ମାଲହୋତ୍ରାଙ୍କୁ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ସୂଚନା ମିଳିଛି। ୧୯୯୦ ବ୍ୟାଚର ରାଜସ୍ଥାନ କ୍ୟାଡର ଆଇଏଏସ ଅଫିସର ହେଉଛନ୍ତି ସଞ୍ଜୟ ମାଲହୋତ୍ରା। ବର୍ତ୍ତମାନ ଆରବିଆଇ ଗଭର୍ଣ୍ଣର ଥିବା ଶକ୍ତିକାନ୍ତ ଦାସଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.3 ° C
    30.3 °
    30.3 °
    39 %
    1.4kmh
    20 %
    Tue
    30 °
    Wed
    45 °
    Thu
    45 °
    Fri
    45 °
    Sat
    45 °

    ସମ୍ବନ୍ଧିତ