Sunday, September 27, 2026
29.2 C
Odisha

    ଭୟଙ୍କର ଭବିଷ୍ୟବାଣୀ, ୨୦୨୫ରେ ହେବ ସବୁଠାରୁ ବଡ଼ ଯୁଦ୍ଧ!

    ଆଗକୁ ପଢନ୍ତୁ

    ଆଉ କେଇଟା ଦିନ ପରେ ଶେଷ ହୋଇଯିବ ୨୦୨୪। ଏବଂ କିଛି ଦିନ ପରେ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି। ନୂଆ ବର୍ଷ ଆରମ୍ଭ ପୂର୍ବରୁ, ଅନେକ ଲୋକ ଜାଣିବାକୁ ଚାହାଁନ୍ତି ଯେ ଆଗାମୀ ବର୍ଷରେ କେଉଁ ବଡ଼ ଘଟଣା ଘଟିବ। ଏନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା। ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଅନୁଯାୟୀ, ୨୦୨୫ରେ ସିରିଆର ପତନ ସମଗ୍ର ବିଶ୍ୱରେ ବିବାଦ ସୃଷ୍ଟି କରିବ। ସିରିଆର ପତନ ପରେ ପୂର୍ବ ଏବଂ ପାଶ୍ଚାତ୍ୟ ମଧ୍ୟରେ ଏକ ବିଶ୍ୱଯୁଦ୍ଧ ଆରମ୍ଭ ହେବ, ଯାହା ତୃତୀୟ ବିଶ୍ୱଯୁଦ୍ଧ ଭାବରେ କୁହାଯିବ। ବାବା ଭେଙ୍ଗାଙ୍କ ଅନୁଯାୟୀ, ୟୁରୋପରେ ଯୁଦ୍ଧ ହେତୁ ମାନବଜାତିର ବିନାଶ ଆରମ୍ଭ ହେବ। ଏହା ବ୍ୟତୀତ ପୃଥିବୀ ବାହାରେ ଯୋଗାଯୋଗ ସ୍ଥାପନ କରିବାରେ ମଣିଷ ସଫଳତା ହାସଲ କରିପାରିବ। ୨୦୨୫ରେ ଏଭଳି ବଡ ବିପର୍ଯ୍ୟୟ ଘଟିବ, ଯାହା ପୃଥିବୀର ବିଲୁପ୍ତ ହେବାର ଆରମ୍ଭ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    69 %
    3.8kmh
    30 %
    Sun
    29 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ