ଖବରରାଜ୍ୟ ମକର ସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତିନୀତିରେ ବିଭ୍ରାଟ, ସେବାୟତଙ୍କ ବିବାଦ ଯୋଗୁଁ ହୋଇପାରୁନି ନବାନ୍ନ ଲାଗି By Hemant January 14, 2026 9 0 ଆଗକୁ ପଢନ୍ତୁ ଓଏସଏସଏସସିର ନିଷ୍ପତ୍ତି ହାଇକୋର୍ଟରେ ରଦ୍ଦ, ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଗ୍ୟାସ୍ ପାଇପଲାଇନ୍ ଫାଟି ଭୟଙ୍କର ବିସ୍ଫୋରଣ, ୮ ମୃତ ଭାରସାମ୍ୟ ହରାଇ ଓଲଟିଲା CRPF ଗାଡ଼ି, ଡ୍ରାଇଭର ଓ ସୁରକ୍ଷାକର୍ମୀ ଗୁରୁତର ଆହତ କଟକରେ ଗୋଷ୍ଠୀ ସଂଘର୍ଷ, ଉଭୟ ଗୋଷ୍ଠୀ ମଧ୍ଯରେ ଢେଲା ପଥର ମାଡ଼ Hemant ଭୁବନେଶ୍ୱର : ପୁଣି ଉପାସରେ ପ୍ରଭୁ ଲିଙ୍ଗରାଜ । ସମସ୍ତ ନୀତିକାନ୍ତି ବନ୍ଦ । ଆଜି ମକର ସଂକ୍ରାନ୍ତିରେ ବନ୍ଦ ରହିଛି ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି । ଆଜି ମହାଦେବଙ୍କ ପାଖରେ ନବାନ୍ନ ଲାଗି ହୋଇଥାନ୍ତା । ହେଲେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଉପବାସରେ ଅଛନ୍ତି ଲିଙ୍ଗରାଜ । ଉଭୟ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି । ବିଗତ କିଛି ବର୍ଷ ହେବ ବିବାଦ ଚାଲିଥିଲା । ଏହାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ବଡ଼ୁ ନିଯୋଗ । ଦେବୋତ୍ତର ବିଭାଗକୁ ଏହି ବିବାଦର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ଏଯାଏଁ ଏହାର ସମାଧାନ ହୋଇପାରିଲା ନାହିଁ । ଏଣୁ ଆଜି ସନ୍ଧ୍ୟା ଧୂପ ପରଠାରୁ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତି ବନ୍ଦ ରହିଛି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ନୀତି ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ସେବାୟତ । ବାରମ୍ବାର ପ୍ରଭୁ ଲିଙ୍ଗରାଜ ଉପବାସରେ ରହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ । Continue Reading ଖବରରାଜ୍ୟ TagsLingaraj templestate Share FacebookTwitterPinterestWhatsApp Previous articleମକର ସଂକ୍ରାନ୍ତିରେ ଅଘଟଣ: ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ବଡ଼ ମହାସ୍ନାନ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦNext articleଦୁଇ ଦିନ ଶୀତ ଲହରୀ: ଆଜି ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ଅନ୍ୟାନ୍ୟ ଖବର ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର: ମୁଖ୍ୟମନ୍ତ୍ରୀ ରାଗିଗଲେ ପ୍ରଧାନ ଶିକ୍ଷକ, ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମାଡ଼ ଓ ଗାଳି ଅଭିଯୋଗ; ଭିଡିଓ ଭାଇରାଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେତାବନୀ, ଭାରୀ ପଡ଼ିବ ମହିଳା ବିଲକୁ ବିରୋଧ ଖୁବ୍ ଶୀଘ୍ର ଆରମ୍ଭ ହେବ ଅମରନାଥ ଯାତ୍ରା, ଜାଣନ୍ତୁ ଅନଲାଇନରେ କିପରି କରିବେ ରେଜିଷ୍ଟ୍ରେସନ୍ ଗ୍ୟାସ୍ ପାଇପଲାଇନ୍ ଫାଟି ଭୟଙ୍କର ବିସ୍ଫୋରଣ, ୮ ମୃତ ପାଣିପାଗ Odisha clear sky enter location 42.1 ° C 42.1 ° 42.1 ° 12 % 4kmh 0 % Fri 43 ° Sat 43 ° Sun 44 ° Mon 44 ° Tue 43 ° ସମ୍ବନ୍ଧିତ ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର: ମୁଖ୍ୟମନ୍ତ୍ରୀ ରାଗିଗଲେ ପ୍ରଧାନ ଶିକ୍ଷକ, ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମାଡ଼ ଓ ଗାଳି ଅଭିଯୋଗ; ଭିଡିଓ ଭାଇରାଲ ଭାରସାମ୍ୟ ହରାଇ ଓଲଟିଲା CRPF ଗାଡ଼ି, ଡ୍ରାଇଭର ଓ ସୁରକ୍ଷାକର୍ମୀ ଗୁରୁତର ଆହତ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ, ଶ୍ରଦ୍ଧାଞ୍ଜଳୀ ଦେଉଛି ସାରା ଓଡ଼ିଶା