Wednesday, January 22, 2025
32.4 C
Odisha

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ ୪ ଗୁରୁତର

    ଆଗକୁ ପଢନ୍ତୁ

    ନୂଆପଡା:ନୂଆପଡା ଜିଲ୍ଲା ୩୫୩ ଜାତୀୟରାଜପଥର ଲୁକୁପାଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି।ଘଟଣାସ୍ଥଳରେ ୨ ଜଣଙ୍କର ମୁତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି।ଆହତମାନଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ନୂଆପଡା ପୋଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରିରଖିଥିବା ବେଳେ ମୃତକ ଓ ଆହତମାନଙ୍କର ଏଯାଏ ପରିଚୟ ମିଳି ପାରିନାହିଁ ।ନୂଆପଡା ପୋଲିସ ଘଟଣାର ତଦନ୍ତ ଜାରିରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.4 ° C
    32.4 °
    32.4 °
    12 %
    2.5kmh
    8 %
    Wed
    32 °
    Thu
    33 °
    Fri
    34 °
    Sat
    33 °
    Sun
    32 °

    ସମ୍ବନ୍ଧିତ