Tuesday, September 15, 2026
29 C
Odisha

    ମେଣ୍ଟ ସସ୍‌ପେନ୍ସ: ମୋହନ ମାଝୀଙ୍କ ଘରେ ବିଧାୟକଙ୍କ ମେଳି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଉପରୁ ପରଦା ଉଠୁନି। ଏହି ସମୟରେ ଭାଜପା ବିଧାୟକ ମୋହନ ମାଝୀଙ୍କ ଭୁବନେଶ୍ୱର ବାସଭବନରେ ୫ ବିଧାୟକଙ୍କ ଏକାଠି ହେବାକୁ ନେଇ ସସ୍‌ପେନ୍ସ ତୀବ୍ର ହୋଇଛି। ବୈଠକରେ କସୁମ ଟେଟେ, ବୁଦ୍ଧାନ ମୁର୍ମୁ, ଭାସ୍କର ମଡେଇ,ନାରାୟଣ ରାୟ ସାମିଲ। ତେବେ କେଉଁ ବିଷୟରେ ଆଲୋଚନା ହେଉଛି ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।
    ଅନ୍ୟପଟେ, ରାଜ୍ୟପାଳ ରଘୁବର ଦାସ ଦିଲ୍ଲୀ ଗସ୍ତରେ ଯାଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଛନ୍ତି। ଯାହାକୁ ନେଇ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29 ° C
    29 °
    29 °
    69 %
    1.5kmh
    12 %
    Tue
    31 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ