Sunday, September 20, 2026
28.3 C
Odisha

    ଯୁବ ଓଡ଼ିଶା, ନବୀନ ଓଡ଼ିଶା ପ୍ରଥମ ଗ୍ୟାରେଣ୍ଟି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ବିଜେଡିର ନିର୍ବାଚନୀ ଇସ୍ତାହାର ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ। ସେଥିରେ ପ୍ରକାଶ ପାଇଥିଲା ନବୀନଙ୍କ ୨୪ ଗ୍ୟାରେଣ୍ଟି। ପ୍ରଥମ ଗ୍ୟାରେଣ୍ଟି ଯୁବ ଓଡ଼ିଶା ନବୀନ ଓଡ଼ିଶା। ୨୦୩୪ ସୁଦ୍ଧା ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଗଢିବାରେ ଯୁବଙ୍କ ଦାୟିତ୍ୱ ଓ ଗୁରୁତ୍ୱ। ସେମାନେ ହିଁ ଆଗରେ ରହିବେ। ଯୁବ ଓଡ଼ିଶା ଗଠନ ପାଇଁ ମାନସିକସ୍ତରରେ ଗଢିବାକୁ ପଡିବ। ଭାରତ ବର୍ଷରେ ପ୍ରଥମ ରାଜ୍ୟ ଭାବେ ଯୁବ ବଜେଟ ଇସ୍ତାହାରରେ ଅଛି। ୧ ଲକ୍ଷ କୋଟି ୧୦ ବର୍ଷ ପାଇଁ ବଜେଟ। କୌଣସି କେନ୍ଦ୍ର ସରକାର ବି କରି ନାହାନ୍ତି। ବିଜେପି ଯୁବ ଦକ୍ଷତା କଥା କହେ, ହେଲେ ଇସ୍ତାହାରରେ ଏହା ନାହିଁ। ଯୁବ ବଜେଟ ବି କରି ନାହାନ୍ତି। କେବଳ ଭାଷଣରେ ସୀମିତି ରହିଛି। ଯୁବକ ମାନେ ନିଜ ମତ ଦେଲା ପରେ ଏହି ବଜେଟ କାର୍ଯ୍ୟକାରୀ ହେବ। ନୀତି ନିର୍ଧାରଣରେ ଯୁବକ ଭାଗିଦାରୀ ରହିବେ। ଏହା ଯୁଗାନ୍ତକାରୀ ପଦକ୍ଷେପ। ମୁଖ୍ୟମନ୍ତ୍ରୀ କାମରେ କରି ଦେଖନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    79 %
    1.6kmh
    100 %
    Sun
    28 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ