Sunday, October 11, 2026
29.5 C
Odisha

    ସ୍ତ୍ରୀକୁ ହତ୍ୟା କରି, ଜୀବନ ହାରିଲା ସ୍ୱାମୀ

    ଆଗକୁ ପଢନ୍ତୁ

    ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଦଦରlଘାଟି ଫାଣ୍ଡି ୩ ନମ୍ବର କଲୋନୀରେ ଅଭାବନୀୟ ଘଟଣା l ପାରିବାରିକ କଳହରୁ ସ୍ୱାମୀ ମିଥୁନ ନାଏକ ତାର ସ୍ତ୍ରୀ କୁ ପିଟି ପିଟି ମାରିଦେବା ପରେ ଆଜି ଭୋର ସମୟରେ ନିଜେ ଘର ବାରଣ୍ଡାରେ ରଶି ଲଗାଇ ଆତ୍ମହତ୍ୟା କରିଛି l ତାଙ୍କର ଦୁଇଟି ସନ୍ତାନ ଥିବା ଜଣାପଡିଛି l

    ତେବେ ହତ୍ୟାକାଣ୍ଡ ଓ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନାହିଁ l ଘଟଣା ସ୍ଥଳରେ ବର୍ତ୍ତମାନ ସୁଦ୍ଧା ପୁଲିସ ପହଞ୍ଚି ନ ଥିବା ଜଣା ପଡିଛି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ