Monday, March 9, 2026
31.7 C
Odisha

    ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦୁଇଦିନିଆ ନିବେଶକ ସମ୍ମିଳନୀରେ ଯୋଗଦେବା ପାଇଁ ହାଇଦ୍ରାବାଦ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ସେଠାରେ ଥିବା ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି ପରିଦର୍ଶନ କରି ଜଗଦଗୁରୁ ରାମାନୁଜାଚାର୍ଯ୍ୟଙ୍କ ଆଶୀର୍ବାଦ ଲାଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଶ୍ରୀ ଶ୍ରୀ ତ୍ରିଦାନ୍ଦି ଅହୋବିଲା ରାମାନୁଜ ଜୀଆର ସ୍ବାମୀଙ୍କ ଦ୍ବାରା ଲିଖିତ ଶ୍ରୀ ରାମାନୁଜଚାର୍ଯ୍ୟଙ୍କ ଓଡ଼ିଆ ଭଜନର ଲୋକାର୍ପଣ କରିଥିଲେ।

    ମୁଖ୍ୟମନ୍ତ୍ରୀ କହିଲେ, ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି କେବଳ ଭାରତର ଆଧ୍ୟାତ୍ମିକ ଯାତ୍ରାର ଏକ ଅଂଶ ନୁହେଁ ବରଂ ସାମାଜିକ ସମାନତାର ମୂଲ୍ୟବୋଧ। ଏହି ମୂଲ୍ୟବୋଧକୁ ଆଧାର କରି ଓଡ଼ିଶା ସରକାର ରାଜ୍ୟର ବିକାଶ ତଥା ଲୋକଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରୁଛନ୍ତି। ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    43 %
    1.3kmh
    4 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ