Saturday, May 16, 2026
25.9 C
Odisha

    ସମୁଦ୍ରମୁହାଁ ଅଲିଭ ରିଡ୍‌ଲେ ଛୁଆ

    ଆଗକୁ ପଢନ୍ତୁ

    ସୂଚନାଯୋଗ୍ୟ,ଚଳିତ ବର୍ଷ ୨ ଲକ୍ଷ ୫ ହଜାର ୩୨୦ ଅଲିଭ ରିଡ୍‌ଲେ କଇଁଛ ଅଣ୍ଡା ଦେଇଥିଲେ। ୨୦୨୫ ମସିହାରେ ଦୁଇଟି ପର୍ଯ୍ୟାୟରେ ଋଷିକୁଲ୍ୟା ସମୁଦ୍ର ବେଳାଭୂମିରେ କଇଁଛ ଅଣ୍ଡା ଦେଇଥିଲେ l ପ୍ରଥମ ପର୍ଯ୍ୟାୟରେ ୬ଲକ୍ଷ୯୮ ହଜାର ୭୧୮ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨ ଲକ୍ଷ ୫ ହଜାର ୭୯୯ଟି କଇଁଛ ଅଣ୍ଡା ଦେଇଥିଲେ l ସେହିପରି ୨୦୨୩ ମସିହାରେ ୬ଲକ୍ଷ ୩୭ ହଜାର ଏବଂ ୨୦୨୨ରେ ୫ଲକ୍ଷ ୫୦ ହଜାର ଅଲିଭ ରିଡଲେ ସାମୁଦ୍ରିକ କଇଁଛ ଗଣଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ୨୦୨୪ ପାଗ ଅନୁକୂଳ ନଥିବା ଯୋଗୁଁ ଗଣ ଅଣ୍ଡା ଦାନ ପର୍ବ ହୋଇନଥିଲା l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.9 ° C
    25.9 °
    25.9 °
    87 %
    1.7kmh
    59 %
    Sat
    41 °
    Sun
    42 °
    Mon
    45 °
    Tue
    46 °
    Wed
    44 °

    ସମ୍ବନ୍ଧିତ