Saturday, April 19, 2025
29 C
Odisha

    ୦.୨୫% କମିଲା ରେପୋରେଟ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ରେପୋ ରେଟ୍ ହ୍ରାସ କରିଛି। ତୁରନ୍ତ ପ୍ରଭାବ ସହିତ ରେପୋ ରେଟ୍‌ ୦.୨୫% କମାଇଛି ଆରବିଆଇ। ୦.୨୫% କମିବା ପରେ ରେପୋ ରେଟ୍‌ ୬%ରେ ରହିଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ‘‘ମୁଦ୍ରା ନୀତି କମିଟି(ଏମପିସି) ସର୍ବସମ୍ମତିକ୍ରମେ ପଲିସି ରେପୋ ରେଟ୍‌କୁ ତୁରନ୍ତ ପ୍ରଭାବ ସହ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୬% କରିବାକୁ ମତଦାନ କରିଛି।’’ ଏହି ଅବସରରେ ଗଭର୍ଣ୍ଣର ବିଶ୍ୱ ବିକାଶ ପାଇଁ ନୂତନ ଚ୍ୟାଲେଞ୍ଜଗୁଡ଼ିକ ପ୍ରତି ମଧ୍ୟ ଇଙ୍ଗିତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    55 %
    2.7kmh
    8 %
    Fri
    29 °
    Sat
    42 °
    Sun
    43 °
    Mon
    43 °
    Tue
    44 °

    ସମ୍ବନ୍ଧିତ