Friday, September 19, 2025
24 C
Odisha

    ୧୪ଟି ଆସନର ଉପନିର୍ବାଚନ ତାରିଖ ବଦଳିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୩ଟି ରାଜ୍ୟର ୧୪ଟି ଆସନର ଉପନିର୍ବାଚନ ତାରିଖ ବଦଳିଛି । ଏହି ସବୁ ଆସନରେ ନଭେମ୍ବର ୧୩ରେ ମତଦାନ ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିବା ବେଳେ ଏବେ ନଭେମ୍ବର ୨୦ରେ ମତଦାନ ଗ୍ରହଣ କରାଯିବ । ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଏନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉତ୍ତରପ୍ରଦେଶର, ପଞ୍ଜାବ ଓ କେରଳର ବିଭିନ୍ନ ଆସନରେ ଆସନ୍ତା ୧୩ରେ ଭୋଟ ଗ୍ରହଣ କରାଯିବାର ଥିଲା । କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ମେଳା ହୋଇଥାଏ ଓ ଲୋକମାନେ ବହୁସଂଖ୍ୟାରେ ଗଙ୍ଗା ସ୍ନାନ କରିବାକୁ ଯାଇଥାନ୍ତି ।
    ନଭେମ୍ବର ୧୪କୁ କାର୍ତ୍ତିକ ପୂର୍ଣ୍ଣିମା ଓ ଗୁରୁନାନକ ଦେବଜୀଙ୍କ ପ୍ରକାଶ ପର୍ବ ପଡ଼ୁଛି । ଉତ୍ତରପ୍ରଦେଶରେ ଭାଜପା, ଆରଏଲଡି ଓ ବସପା ପକ୍ଷରୁ ନିର୍ବାଚନ ତାରିଖ ବଦଳାଇବାକୁ ଦାବି କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    91 %
    1.3kmh
    5 %
    Thu
    24 °
    Fri
    31 °
    Sat
    32 °
    Sun
    31 °
    Mon
    30 °

    ସମ୍ବନ୍ଧିତ