Monday, March 9, 2026
31.7 C
Odisha

    ୨୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

    ଆଗକୁ ପଢନ୍ତୁ

    ମାଲକାନଗିରି : ଭୁଶୁଡୁଛି ମାଓ ଗଡ଼ । ୨୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ପୋଲିସ ନିକଟରେ ଅସ୍ତ୍ର ଛାଡ଼ି ଗୋଲାପ ଧରିଲେ ମାଓବାଦୀ । ଛତିଶଗଡ଼ର ସୁକମା SPଙ୍କ ନିକଟରେ ୨୬ ହାର୍ଡକୋର ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ଏହି ୨୬ଜଣ ହାର୍ଡକୋର ମାଓବାଦୀଙ୍କ ଉପରେ ଥିଲା ୬୪ ଲକ୍ଷ ଟଙ୍କା ପୁରସ୍କାର । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଓଡିଶା ଏବଂ ସୁକମା ଅଞ୍ଚଳରେ ସକ୍ରିୟ ରହି ହିଂସାକାଣ୍ଡ ଘଟାଉଥିଲେ । ସରକାରଙ୍କ ଆତ୍ମସମର୍ପଣ ନିତିରେ ଆକର୍ଷିତ ହୋଇ ସମସ୍ତେ ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସବୁ ପ୍ରକାର ସାହାଯ୍ୟ କରାଯିବା ନେଇ ସୁକମା SP କିରଣ ଚୌହ୍ବାନ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    43 %
    1.3kmh
    4 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ