Saturday, January 10, 2026
11.4 C
Odisha

    ଅଶ୍ବିନଙ୍କ ଅବସର ଘୋଷଣା ପରେ ମୋଦୀଙ୍କ ଭାବୁକ ପୋଷ୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅଫ-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏନେଇ ଭାରତୀୟ କ୍ରିକେଟ ବୋର୍ଡ ‘ବିସିସିଆଇ’ ପକ୍ଷରୁ ଏକ ପୋଷ୍ଟ ସେୟାର କରାଯାଇଛି । ଯେଉଁଥିରେ ଲେଖା ହୋଇଛି ‘ଧନ୍ୟବାଦ ଅଶ୍ବିନ। ଭାରତୀୟ କ୍ରିକେଟ ଟିମର ଅଫ-ସ୍ପିନର ତଥା ଅଲରାଉଣ୍ଡର ଅନ୍ତର୍ଜାତୀୟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏକ କିମ୍ବଦନ୍ତୀ କ୍ୟାରିୟର ପାଇଁ ଅଭିନନ୍ଦନ।’ମୋଦୀ ଅଶ୍ବିନଙ୍କ ଅବସର ଘୋଷଣା ପରେ ପୋଷ୍ଟରେ ଲେଖିଛନ୍ତି, ‘ଭାରତୀୟ କ୍ରିକେଟ ଟିମ ପାଇଁ ଅଶ୍ବିନୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ଏଥି ସହିତ ସେ ଯୁବଖେଳାଳିମାନଙ୍କୁ କ୍ରିକେଟ ଖେଳ ପ୍ରତି ପ୍ରେରିତ ବି କରୁଥିଲେ। ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚିକିତ କରିଛି।‘

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    11.4 ° C
    11.4 °
    11.4 °
    30 %
    1.4kmh
    73 %
    Sat
    26 °
    Sun
    28 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ