Friday, March 13, 2026
37.7 C
Odisha

    ଆଇପିଏଲ ଉଦଘାଟନୀ ମ୍ୟାଚ: ଟସ୍ ଜିତି ବେଙ୍ଗାଳୁରୁର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଚେନ୍ନାଇ

    ଆଗକୁ ପଢନ୍ତୁ

    ଆଜି ଆଇପିଏଲର ଉଦଘାଟନୀ ମ୍ୟାଚ । ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ । ଏହି ମ୍ୟାଚରେ ଟସ ଜିତି ବ୍ୟାଟିଂ ନେଇଛି ବେଙ୍ଗାଳୁରୁ ଦଳ । ତେଣୁ ବୋଲିଂ ପାଇଁ ମୈଦାନକୁ ଓହ୍ଲାଇବ ଚେନ୍ନାଇ ଟିମ । ତେବେ ଆଜି ଆଇପିଏଲର ପ୍ରଥମ ମ୍ୟାଚରେ ବିଜୟୀ ହୋଇ ନିଜ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି ଦୁଇ ଦଳ । ସେପଟେ ଚେନ୍ନାଇ ଆଜି ନୂଆ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    7 %
    4.1kmh
    1 %
    Fri
    37 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ