Tuesday, May 21, 2024
26.2 C
Odisha

    ଆଉ ୭୫ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

    ଆଗକୁ ପଢନ୍ତୁ

    ଗତକାଲି ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରେ, ଆଜି ଆଉ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ୟ୍ୟାୟରେ ଦଳ ୪୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ, ଆଜିର ୭୫ଟି ଆସନକୁ ମିଶାଇ ଦଳ ମୋଟ ୧୨୨ ବିଧାନସଭା ଆସନରେ ଏବେ ପ୍ରାର୍ଥୀ ଘୋଷଣା କରିଛି । ତେବେ ଦଳର ଟାଣୁଆ ନେତା ଜୟଦେବା ଜେନାଙ୍କୁ ଦଳ ଏଥର ଆନନ୍ଦପୁରରୁ ପ୍ରାର୍ଥୀ କରିଛି । ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭଣ୍ଡାରପୋଖରୀରୁ ପ୍ରାର୍ଥୀ କରିଛି ଦଳ । ତା ସହିତ ବାଙ୍କୀରୁ ଦେବାଶିଷ ପଟ୍ଟନାୟକ, ବେଗୁନିଆରୁ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ପୁରୀରୁ ସୁଜାତା ମହାପାତ୍ର, ଜଟଣୀରୁ ସନ୍ତୋଷ ଜେନାଙ୍କୁ ଦଳ ଟିକେଟ୍ ଦେଇଛି । ତେବେ ନଜର ପକାନ୍ତୁ, ୭୫ଟି ଆସନରେ କାହାକୁ ପ୍ରାର୍ଥୀ କରିଛି ଦଳ?

    କଂଗ୍ରେସ ବିଧାନସଭା ପ୍ରାର୍ଥୀ
    ୧. ଅତାବିରା – ଅଭିଷେକ ସେଠ୍
    ୨. ତଳସରା – ଦେବେନ୍ଦ୍ର ଭିତାରିଆ
    ୩. କୁଚିଣ୍ଡା – କେଦାରନାଥ ବରିହା
    ୪. ରେଙ୍ଗାଲି – ଦିଲ୍ଲୀପ କୁମାର ଦୁରିଆ
    ୫. ସମ୍ବଲପୁର – ଦୁର୍ଗାପ୍ରସାଦ ପାଢୀ
    ୬. ରାଇରାଖୋଲ – ଆସଫ୍ ଅଲ୍ଲୀ ଖାନ୍
    ୭. ଦେବଗଡ – ସେମ୍ ହେମ୍ବ୍ରମ୍
    ୮. ତେଲକୋଇ – ନିର୍ମଳ ଚନ୍ଦ୍ର ନାୟକ
    ୯. ଘଷିପୁରା – ସୁବ୍ରତ ଚକ୍ର
    ୧୦. ଆନନ୍ଦପୁର – ଜୟଦେବ ଜେନା
    ୧୧. ପାଟଣା – ହୃଷିକେଶ ନାୟକ
    ୧୨. କେନ୍ଦୁଝର – ପ୍ରତିଭା ମଞ୍ଜରୀ ନାୟକ
    ୧୩. ଚମ୍ପୁଆ – ଯଶୱନ୍ତ ଲଘୁରୀ
    ୧୪. ଯଶୀପୁର – ଶ୍ୱେତା ଛଟ୍ଟର
    ୧୫. ସାରସକଣା – ରାମ କୁମାର ସୋରେନ୍
    ୧୬. ରାଇରଙ୍ଗପୁର – ଯୋଗେନ୍ଦ୍ର ବନରା
    ୧୭. ବାଙ୍ଗିରିପୋଷି – ବଦଲା ହେମ୍ବ୍ରମ୍
    ୧୮. କରଞ୍ଜିଆ – ଲକ୍ଷ୍ମୀଧର ସିଂହ
    ୧୯. ଉଦଳା – ଦୁର୍ଗା ଚରଣ ଟୁଡୁ
    ୨୦. ବାରିପଦା – ବାଦଲ ହେମ୍ବ୍ରମ୍
    ୨୧. ମୋରଡା – ପ୍ରଭାସ କର ମହାପାତ୍ର
    ୨୨. ଭୋଗରାଇ – ସତ୍ୟଶିବ ଦାସ
    ୨୩. ବସ୍ତା – ବିଜୟ ନାୟକ
    ୨୪. ରେମୁଣା – ସୁଦର୍ଶନ ଜେନା
    ୨୫. ସୋର – ସୁବ୍ରତ ଧଡା
    ୨୬. ସିମୁଳିଆ – ହିମାଂଶୁ ଶେଖର ବେହେରା
    ୨୭. ଭଣ୍ଡାରୀପୋଖରୀ – ନିରଞ୍ଜନ ପଟ୍ଟନାୟକ
    ୨୮. ଭଦ୍ରକ – ଅସିତ୍ ପଟ୍ଟନାୟକ
    ୨୯. ବାସୁଦେବପୁର – ଅଶୋକ କୁମାର ଦାସ
    ୩୦. ଧାମନଗର – ରଞ୍ଜନ କୁମାର ବେହେରା
    ୩୧. ଚାନ୍ଦବାଲି – ଅମୀୟ କୁମାର ମହାପାତ୍ର
    ୩୨. ବିଞ୍ଝାରପୁର – କନକଲତା ମଲ୍ଲିକ
    ୩୩. ବରୀ – ଆରତୀ ଦେଓ
    ୩୪. ଧର୍ମଶାଳା – କିଶାନ ପଣ୍ଡା
    ୩୫. ଯାଜପୁର – ସୁଦୀପ କୁମାର କର
    ୩୬. କୋରେଇ – ବନ୍ଦିତା ପରିଡା
    ୩୭. ଢେଙ୍କାନାଳ – ସୁସ୍ମିତା ସିଂ ଦେଓ
    ୩୮. ହିନ୍ଦୋଳ – ଗୋବର୍ଦ୍ଧନ ଶେଖର ନାୟକ
    ୩୯. କାମାକ୍ଷାନଗର – ବିପ୍ରବର ସାହୁ
    ୪୦. ପରଜଙ୍ଗ – ରଞ୍ଜିତ କୁମାର ସାହୁ
    ୪୧. ତାଳଚେର – ପ୍ରଫୁଲ ଚନ୍ଦ୍ର ଦାସ
    ୪୨. ଅନୁଗୁଳ – ଅମ୍ବିକା ପ୍ରସାଦ ଭଟ୍ଟ
    ୪୩. ଛେଣ୍ଡିପଦା – ନରୋତ୍ତମ ନାୟକ
    ୪୪. ଆଠମଲ୍ଲିକ – ବିଜୟାନନ୍ଦ ଚାଉଳିଆ
    ୪୫. ବୀରମହାରାଜପୁର – ପ୍ରଦୀପ ସେଠୀ
    ୪୬. ସୋନପୁର – ପ୍ରିୟବ୍ରତ ସାହୁ
    ୪୭. ଟିଟିଲାଗଡ – ବୀରେନ୍ଦ୍ର ବାଗ
    ୪୮. ଖରିଆର – କମଳ ଚରଣ ତାଣ୍ଡି
    ୪୯. ବାଲିଗୁଡା – ଉପେନ୍ଦ୍ର ପ୍ରଧାନ
    ୫୦. ବଡମ୍ବା – ସଞ୍ଜୟ କୁମାର ସାହୁ
    ୫୧. ବାଙ୍କୀ – ଦେବାଶିଷ ପଟ୍ଟନାୟକ
    ୫୨. ଆଠଗଡ – ମେହବୁବ୍ ଅହମ୍ମଦ ଖାନ୍
    ୫୩. ଚୌଦାର-କଟକ –ମୀରା ମଲ୍ଲିକ
    ୫୪. ନିଆଳି – ଜ୍ୟୋତିରଞ୍ଜନ ମଲ୍ଲିକ
    ୫୫. କଟକ ସଦର – ରାମଚନ୍ଦ୍ର ଗୋଚ୍ଛାୟତ
    ୫୬. ସାଲେପୁର – ଆକ୍ୟୁବ୍ ଉଜ୍ଜମାନ୍ ଖାନ୍
    ୫୭. ପାଟକୁରା – ରତିକାନ୍ତ କାନୁନଗୋ
    ୫୮. ଆଳି – ଦେବସ୍ମିତା ଶର୍ମା
    ୫୯. ପାରାଦୀପ – ନିରଞ୍ଜନ ନାୟକ
    ୬୦. ତିର୍ତ୍ତୋଲ – ହିମାଂଶୁ ଭୂଷଣ ମଲ୍ଲିକ
    ୬୧. ବାଲିକୁଦା ଏରସମା – ନଳିନୀ ସ୍ୱାଇଁ
    ୬୨. ପୁରୀ – ସୁଜିତ୍ ମହାପାତ୍ର
    ୬୩. ବ୍ରହ୍ମଗିରି – ମିତ୍ରଭାନୁ ମହାପାତ୍ର
    ୬୪. ଜୟଦେବ – ଜୟନ୍ତ କୁମାର ଭୋଇ
    ୬୫. ଏକାମ୍ର – ଭୁବନେଶ୍ୱର – ପ୍ରଶାନ୍ତ କୁମାର ଚମ୍ପତି
    ୬୬. ଜଟଣୀ – ସନ୍ତୋଷ ଜେନା
    ୬୭. ବେଗୁନିଆ – ପୃଥ୍ୱୀବଲ୍ଲଭ ପଟ୍ଟନାୟକ
    ୬୮. ରଣପୁର – ବିଭୁପ୍ରସାଦ ମିଶ୍ର
    ୬୯. ନୟାଗଡ – ରଞ୍ଜିତ ଦାଶ
    ୭୦. କବିସୂର୍ଯ୍ୟନଗର – ବିପିନ ବିହାରୀ ସ୍ୱାଇଁ
    ୭୧. ଖଲ୍ଲିକୋଟ – ଚିତ୍ରସେନ ବେହେରା
    ୭୨. ଆସ୍କା – ସୁରଭି ବିଶୋୟୀ
    ୭୩. ହିଞ୍ଜିଳି – ରଞ୍ଜିକାନ୍ତ ପାଢୀ
    ୭୪. ବ୍ରହ୍ମପୁର – ଦୀପକ ପଟ୍ଟନାୟକ
    ୭୫. ଦିଗପହଣ୍ଡି – ଶ୍ରୀଧର ଦେବ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.2 ° C
    26.2 °
    26.2 °
    86 %
    1.7kmh
    2 %
    Tue
    40 °
    Wed
    41 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ