Friday, April 3, 2026
33.6 C
Odisha

    ଆଗକୁ ବିଜେଡିର ନବକଳେବର: ଭାଙ୍ଗିଲା ସମସ୍ତ ସଂଗଠନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:  ଆଗକୁ ବିଜେଡିର ନବକଳେବର ହେବ। ଦଳର ସମସ୍ତ ପ୍ରମୁଖ ସଂଗଠନକୁ ଭାଙ୍ଗି ଦିଆଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ବିଜେଡିର ସମସ୍ତ ପ୍ରମୁଖ ସଂଗଠନକୁ ଭଙ୍ଗା ଯାଇଛି।ପୂର୍ବରୁ ଦଳର ସାଂଗଠନିକ ସମ୍ପାଦକ ପଦରୁ  ପ୍ରଣବ ପ୍ରକାଶ ଦାସ ଇସ୍ତଫା ଦେଇଥିଲେ।  ଆଗକୁ ଦଳର ସାଂଗଠନିକ ନିର୍ବାଚନ ହେବାର ଅଛି।ବିଧାନସଭା ନିର୍ବାଚନରେ ବିଜେଡିର ଅପ୍ରତ୍ୟାଶିତ ପରାଜୟ ଘଟିଥିବାରୁ ଚଳିତ ଥର ଦଳର ନବକଳେବରରେ କିଛି ନୂଆ ଘଟଣା ଘଟିପାରେ ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।୨୪ବର୍ଷର ସରକାର ପରାଜୟ ବରଣ କରିଥିଲେ। ତେବେ ଆଗକୁ ଥିବା ପୌର ନିର୍ବାଚନରେ ଦଳ ଯେପରି ଭଲ ପ୍ରଦର୍ଶନ କରିବ ସେନେଇ ଦଳ ରଣନୀତି ପ୍ରସ୍ତୁତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ