Tuesday, September 1, 2026
24 C
Odisha

    ଆଜି ଭୁବନେଶ୍ୱର ଷ୍ଟେସନରୁ ଅଯୋଧ୍ୟା ଓ ବାରଣାସୀକୁ ତୀର୍ଥଯାତ୍ରା, ଓଡ଼ିଶାର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ଯିବେ ବରିଷ୍ଠ ନାଗରିକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ଭୁବନେଶ୍ୱର ଷ୍ଟେସନରୁ ଅଯୋଧ୍ୟା ଓ ବାରଣାସୀକୁ ତୀର୍ଥଯାତ୍ରାରେ ଯିବେ ବରିଷ୍ଠ ନାଗରିକ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରଣାସୀକୁ ତୀର୍ଥଯାତ୍ରାରେ ଯିବେ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର୍ ସୁଲୋଚନା ଦାସ ।

    ମେୟର ଦାସ କହିଛନ୍ତି ଯେ, ରାଜଧାନୀ ଭୁବନେଶ୍ବରର ଭୀମ ଭୋଇ ଦୃଷ୍ଟିବାଧିତ ସ୍କୁଲ୍ ଓ କ୍ୟାପିଟାଲ୍ ହାଇସ୍କୁଲ୍‌ରେ ରହଣି ବ୍ୟବସ୍ଥା କରାଯାଇଛି । ସ୍କାଉଟ୍ ଗାଇଡ୍ କ୍ୟାମ୍ପସ୍‌ରେ ବରିଷ୍ଠ ନାଗରିକଙ୍କ ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ବୋଲି ମେୟର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    2.4kmh
    100 %
    Tue
    28 °
    Wed
    30 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ