Thursday, September 17, 2026
24.1 C
Odisha

    ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା, ତୀବ୍ରତା ୩.୭

    ଆଗକୁ ପଢନ୍ତୁ

    ଆଫଗାନିସ୍ତାନ : ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା । ଆଜି ସକାଳ ୬.୯ ମିନିଟ୍ ସମୟରେ ରାଜଧାନୀ କାବୁଲ ଏବଂ ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୭ ରହିଥିବା ଜଣାପଡିଛି ।  ଯାହାର କେନ୍ଦ୍ରସ୍ଥଳ ପ୍ରାୟ ୮୦ କିଲୋମିଟର ଗଭୀରତାର ରହିଛି । ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ବୋଲି NCS ସ୍ପଷ୍ଟ କରିଛି ।

    ଆପଣଙ୍କୁ ଜଣାଇ ରଖୁଛୁ ଯେ, କିଛି ମାସ ପୂର୍ବରୁ ଭୂକମ୍ପ ହୋଇଥିଲା । ଯାହା ମଙ୍ଗଳବାର ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୪.୩ ରହିଥିଲା । ଏହା ପୂର୍ବରୁ ୧୭ ଅକ୍ଟୋବରରେ ଉତ୍ତର ଆଫଗାନିସ୍ତାନ ହୋଇଥିଲା । ଯାହାର ତୀବ୍ରତା ୫.୫ ରହିଥିଲା । ସେପ୍ଟେମ୍ବର ମାସରେ ହୋଇଥିବା ୬.୦ ତୀବ୍ରତାର ଭୂକମ୍ପରେ ୧୪ ଜଣଙ୍କର ଜୀବନହାନି ଘଟିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.1 ° C
    24.1 °
    24.1 °
    87 %
    1.1kmh
    37 %
    Thu
    32 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ